ଏମିତି ଯୋଦ୍ଧା ଯିଏ ଗୋଟିଏ ମାତ୍ର ମୁହୂର୍ତ୍ତରେ ସାରି ଦେଇଥାନ୍ତେ ମହାଭାରତ ଯୁଦ୍ଧ, ଜାଣନ୍ତୁ କିଏ ଏହି ଯୋଦ୍ଧା

ମହାଭାରତ ଯୁଦ୍ଧ ବିଷୟରେ ପ୍ରାୟ ସମସ୍ତେ ଅବଗତ । ଏହି ଯୁଦ୍ଧରେ ଅନେକ ବୀର ଯୋଦ୍ଧା ନିଜର ବୀରତ୍ୱ ଦେଖାଇଛନ୍ତି। କିଏ ଅସ୍ତ୍ର ଧରି ତ କିଏ ବିନା ଅସ୍ତ୍ରରେ ନିଜର ପରାକ୍ରମ ଦେଖାଇଛନ୍ତି। ୧୮ ଦିନ ଧରି ଚାଲିଥିବା ମହାଭାରତ ଯୁଦ୍ଧ ଗୋଟିଏ କ୍ଷଣରେ ମଧ୍ୟ ସମାପ୍ତ ହୋଇପାରିଥାନ୍ତା। ମାତ୍ର ଗୋଟିଏ ତୀରରେ ଚାଲିଯାଇଥାନ୍ତା ବୀର ଯୋଦ୍ଧାଙ୍କ ଜୀବନ। କିଛି କ୍ଷଣ ମଧ୍ୟରେ ମହାଭାରତ ଯୁଦ୍ଧକୁ ସମାପ୍ତ କରିବାକୁ ସକ୍ଷମ ଥିଲେ ଜଣେ ବୀର ଯୋଦ୍ଧା। […]

mahabharat

mahabharat

Rakesh Mallick
  • Published: Friday, 07 July 2017
  • Updated: 07 July 2017, 10:16 PM IST

ମହାଭାରତ ଯୁଦ୍ଧ ବିଷୟରେ ପ୍ରାୟ ସମସ୍ତେ ଅବଗତ । ଏହି ଯୁଦ୍ଧରେ ଅନେକ ବୀର ଯୋଦ୍ଧା ନିଜର ବୀରତ୍ୱ ଦେଖାଇଛନ୍ତି। କିଏ ଅସ୍ତ୍ର ଧରି ତ କିଏ ବିନା ଅସ୍ତ୍ରରେ ନିଜର ପରାକ୍ରମ ଦେଖାଇଛନ୍ତି। ୧୮ ଦିନ ଧରି ଚାଲିଥିବା ମହାଭାରତ ଯୁଦ୍ଧ ଗୋଟିଏ କ୍ଷଣରେ ମଧ୍ୟ ସମାପ୍ତ ହୋଇପାରିଥାନ୍ତା। ମାତ୍ର ଗୋଟିଏ ତୀରରେ ଚାଲିଯାଇଥାନ୍ତା ବୀର ଯୋଦ୍ଧାଙ୍କ ଜୀବନ। କିଛି କ୍ଷଣ ମଧ୍ୟରେ ମହାଭାରତ ଯୁଦ୍ଧକୁ ସମାପ୍ତ କରିବାକୁ ସକ୍ଷମ ଥିଲେ ଜଣେ ବୀର ଯୋଦ୍ଧା। ଜାଣିଛନ୍ତି କି ଏହି ଯୋଦ୍ଧା ଜଣକ କିଏ।

ମହାଭାରତ କଥା ପଡ଼ିଲେ ଭୀମ, କର୍ଣ୍ଣ, ଅର୍ଜୁନ, ଭୀଷ୍ମ ଓ ଦୁର୍ଯ୍ୟୋଧନଙ୍କ ଭଳି ଶକ୍ତିଶାଳୀ ଓ ପରାକ୍ରମୀ ଯୋଦ୍ଧାଙ୍କ ଚରିତ୍ର ମନକୁ ଆପଣାଛାଏଁ ଆସିଯାଏ। ତେବେ ଏମାନଙ୍କୁ ଛାଡ଼ି ଅନ୍ୟ ଜଣେ ସାହସୀ ଓ ପରାକ୍ରମୀ ଯୋଦ୍ଧା ମଧ୍ୟ ଥିଲେ, ଯାହାଙ୍କ ବିଷୟରେ ବହୁତ୍‌ କମ ଲୋକ ଜାଣିଥିବେ। ସେ ହେଉଛନ୍ତି ଘଟୋତ୍କଚଙ୍କ ପୁଅ ବରବରିକ। ଭଗବାନ ଶିବଙ୍କୁ ପୂଜା କରି ସେ ଅମୋଘ ଅସ୍ତ୍ରର ଅଧିକାରୀ ହୋଇପାରିଥିଲେ। ଏହି ଅସ୍ତ୍ର ମାଧ୍ୟମରେ ତିନି ଲୋକ ଉପରେ ବିଜୟ ପ୍ରାପ୍ତ କରିବାକୁ ସକ୍ଷମ ଥିଲେ ବରବରିକ।

Barbarika-Story-in-Hindiପରାକ୍ରମୀ ବରବରିକ ମଧ୍ୟ ଚାହୁଁଥିଲେ ଯୁଦ୍ଧରେ ଭାଗ ନେବା ପାଇଁ। କିନ୍ତୁ ଯୁଦ୍ଧରେ ଭାଗ ନେବା ପୂର୍ବରୁ ବରବରିକଙ୍କଠାରୁ ତାଙ୍କ ମା’ ଏକ ବଚନ ନେଇଥିଲେ। ତାଙ୍କ ମା’ଙ୍କ ସର୍ତ୍ତ ଅନୁଯାୟୀ, ଯୁଦ୍ଧରେ ଯିଏ ହାରିବା ପରିସ୍ଥିତିରେ ଥିବ ସେ ତାଙ୍କ ପକ୍ଷରୁ ଲଢିବେ। ସେ କୌରବ ହେଉ ବା ପାଣ୍ଡବ। ଏକଥା ଭଗବାନ କୃଷ୍ଣ ଜାଣିପାରି ବରବରିକଙ୍କୁ ଯୁଦ୍ଧରୁ ଦୂରେଇ ରଖିବାକୁ ଯୋଜନା କଲେ। କାରଣ ଭଗବାନ କୃଷ୍ଣ ଜାଣିଥିଲେ, କୌରବ ସେନା ପାଣ୍ଡବଙ୍କ ଠାରୁ ପରାଜିତ ହେବା ସୁନିଶ୍ଚିନ୍ତ। କିନ୍ତୁ ମା’ଙ୍କୁ ବଚନ ଦେଇଥିବା ବରବରିକ ଯୁଦ୍ଧଭୂମିକୁ ଓହ୍ଲାନ୍ତି, ତେବେ ତାଙ୍କ ଗୋଟିଏ ବାଣରେ ପୂରା ଯୁଦ୍ଧର ଫଳାଫଳ ବଦଳିଯିବ।

ଏଭଳି ସ୍ଥିତିରୁ ପାଣ୍ଡବଙ୍କୁ ରକ୍ଷା କରିବା ପାଇଁ କୃଷ୍ଣ ଏକ ଉପାୟ ପାଞ୍ଚିଥିଲେ। ଯୁଦ୍ଧକୁ ଯିବା ପୂର୍ବରୁ କୃଷ୍ଣ ବ୍ରାହ୍ମଣ ବେଶରେ ଯାଇ ବରବରିକଙ୍କ ଠାରୁ ତାଙ୍କ ମୁଣ୍ଡ ମାଗିଥିଲେ। ଭଗବାନ କୃଷ୍ଣଙ୍କୁ ବରବରିକ ଚିହ୍ନିପାରି ନିଜ ମୁଣ୍ଡ କାଟିବାକୁ ରାଜି ହୋଇଗଲେ। କିନ୍ତୁ ସେ ଏଥିପାଇଁ ସର୍ତ୍ତ ରଖିଥିଲେ। ସେ ମହାଭାରତର ପୂରା ଯୁଦ୍ଧ ନିଜ ଆଖିରେ ଦେଖିବା ସହିତ ଭଗବାନଙ୍କ ବିଶ୍ୱରୂପ ଦେଖିବାକୁ ସର୍ତ୍ତ ରଖିଥିଲେ । କୃଷ୍ଣ ମଧ୍ୟ ବରବରିକଙ୍କ ଏହି ସର୍ତ୍ତ ରକ୍ଷାକରି ତାଙ୍କ କଟାମୁଣ୍ଡକୁ ଏକ ପାହାଡ଼ ଉପରେ ରଖିଥିଲେ, ଯେଉଁଠାରୁ ସେ ପୂରା ମହାଭାରତ ଯୁଦ୍ଧ ଦେଖିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story