ମୋବାଇଲ୍ ଫୋନ୍ ପଛରେ କାହିଁକି ଥାଏ ଏକ ଛୋଟ ଛିଦ୍ର?

ନୂଆଦିଲ୍ଲୀ: ଯେତେବେଳେ ଆପଣ ଏକ ନୂଆ ମଡେଲ୍‌ର ମୋବାଇଲ୍‌ ଦେଖନ୍ତି ତା’ହେଲେ ତା’ର ସମସ୍ତ ଫିଚର ସଂପର୍କରେ ଜାଣିବାକୁ ଚାହାଁନ୍ତି। ଫୋନ୍‌ର ସ୍କ୍ରିନ୍‌ ଅନ୍ କରି ଡିସ୍‌ପ୍ଲେ ଦେଖନ୍ତି। ସମ୍ମୁଖ ଓ ପଛପାଖ ଦେଖି କ୍ୟାମେରାର ପ୍ଲେସ୍‌ମେଣ୍ଟ୍ ଦେଖନ୍ତି। ସିମ୍ ସ୍ଲଟ୍ ଓ ଏମିତି ଆହୁରି ଅନେକ କିଛି ଦେଖନ୍ତି। କିନ୍ତୁ ଆଜିକାଲି ମୋବାଇଲ୍‌ ଫୋନ୍‌ରେ ଏକ ଛୋଟ ଛିଦ୍ର ଦେଖିବାକୁ ମିଳୁଛି। ଏହି ଛିଦ୍ର କ୍ୟାମେରା ପାଖରେ ଥାଏ। ଆପଣ କେବେ ଭାବିଛନ୍ତି କି ଏହି […]

mobile

mobile

Rakesh Mallick
  • Published: Sunday, 30 April 2017
  • Updated: 30 April 2017, 10:58 AM IST

Sports

Latest News

ନୂଆଦିଲ୍ଲୀ: ଯେତେବେଳେ ଆପଣ ଏକ ନୂଆ ମଡେଲ୍‌ର ମୋବାଇଲ୍‌ ଦେଖନ୍ତି ତା’ହେଲେ ତା’ର ସମସ୍ତ ଫିଚର ସଂପର୍କରେ ଜାଣିବାକୁ ଚାହାଁନ୍ତି। ଫୋନ୍‌ର ସ୍କ୍ରିନ୍‌ ଅନ୍ କରି ଡିସ୍‌ପ୍ଲେ ଦେଖନ୍ତି। ସମ୍ମୁଖ ଓ ପଛପାଖ ଦେଖି କ୍ୟାମେରାର ପ୍ଲେସ୍‌ମେଣ୍ଟ୍ ଦେଖନ୍ତି। ସିମ୍ ସ୍ଲଟ୍ ଓ ଏମିତି ଆହୁରି ଅନେକ କିଛି ଦେଖନ୍ତି। କିନ୍ତୁ ଆଜିକାଲି ମୋବାଇଲ୍‌ ଫୋନ୍‌ରେ ଏକ ଛୋଟ ଛିଦ୍ର ଦେଖିବାକୁ ମିଳୁଛି। ଏହି ଛିଦ୍ର କ୍ୟାମେରା ପାଖରେ ଥାଏ। ଆପଣ କେବେ ଭାବିଛନ୍ତି କି ଏହି ଛିଦ୍ର କାହିଁକି ଦିଆଯାଇଛି? ଏହାର କ’ଣ ଉପଯୋଗ ଓ ଏହାକୁ ପଛ କ୍ୟାମେରା ପାଖରେ କାହିଁକି ରଖାଯାଇଛି?

ଅନେକ ଭାବନ୍ତି ଏହି ଛିଦ୍ରର କ୍ୟାମେରା ସହିତ କିଛି ସଂପର୍କ ଥିବ। କିନ୍ତୁ ସେମିତି କିଛି ନୁହେଁ। ମୋବାଇଲ୍ ଫୋନ୍‌ର ବ୍ୟାକ୍ ପ୍ୟାନେଲ୍‌ରେ ଦିଆଯାଇଥିବା ଏହି ଛିଦ୍ର ଅସଲରେ ହେଉଛି ଏକ ମାଇକ୍ରୋଫୋନ୍। ତେବେ ଆପଣ କଥା ଶୁଣିବା ପାଇଁ ଅବା ଅନ୍ୟ କାହାରି କଥା ଆପଣଙ୍କୁ ଶୁଣାଇବା ପାଇଁ ଏହି ମାଇକ୍ରୋଫୋନ୍ ଦିଆଯାଇନାହିଁ। ଆପଣ ଯେମିତି ଫୋନ୍‌ରେ ସ୍ପଷ୍ଟ ଭାବେ କଥା ହୋଇପାରିବେ ସେଥିପାଇଁ ଏହି ମାଇକ୍ରୋଫୋନ୍ ଦିଆଯାଇଛି। ଏହାକୁ ସେକେଣ୍ଡାରୀ ମାଇକ୍ରୋଫୋନ୍ କୁହାଯାଏ। ଏହା ନଏଜ୍ କ୍ୟାନ୍‌ସେଲେସନ୍‌ର କାର୍ଯ୍ୟ କରେ।  ଅର୍ଥାତ୍ ଫାଲତୁ ଶବ୍ଦଗୁଡ଼ିକୁ ରୋକି ଥାଏ। ଫଳରେ ଆପଣ ସ୍ପଷ୍ଟ ଭାବେ ମୋବାଇଲ୍ ଫୋନ୍‌ରେ କଥାବାର୍ତ୍ତା କରିପାରନ୍ତି।

ସାଧାରଣତଃ ମୋବାଇଲ୍‌ ଫୋନ୍‌ରେ ଦୁଇଟି ମାଇକ୍ରୋଫୋନ୍ ଥାଏ। ଗୋଟିଏ ଫୋନ୍‌ର ତଳେ ଦିଆଯାଇଥାଏ ଯେଉଁଥିରେ ଆମେ କହୁ ଓ ଆମ କଥା ଦ୍ୱିତୀୟ କଲରଙ୍କ ପାଖରେ ପହଞ୍ଚି ଥାଏ। କିନ୍ତୁ ସବୁ ବେଳେ ଆପଣ ଶାନ୍ତ ପରିବେଶରେ ଥାଇ କଥାବାର୍ତ୍ତା ହୁଅନ୍ତି ନାହିଁ। ଏଭଳି ପରିସ୍ଥିତିରେ ସେକେଣ୍ଡାରୀ ମାଇକ୍ରୋଫୋନ୍ ଆପଣଙ୍କ ଆଖପାଖରେ ହେଉଥିବା ପାଟିତୁଣ୍ଡକୁ ଦୂରରୁ ଧରି ସେଇଠି ରୋକି ଦିଏ। ଫଳରେ ଦ୍ୱିତୀୟ କଲରଙ୍କ ପାଖକୁ କଥାଗୁଡ଼ିକ ସ୍ପଷ୍ଟ ଭାବେ ଶୁଣାଯାଏ।

ଅଧିକାଂଶ ଫୋନ୍‌ ନଏଜ୍ କ୍ୟାନ୍‌ସେଲେସନ୍ ପାଇଁ ଏହି ମାଇକ୍ରୋଫୋନ୍‌କୁ କ୍ୟାମେରା ପାଖରେ ଦିଆଯାଇଛି। ତେବେ ଆଉ କିଛି ଫୋନ୍‌ରେ ଉପର ପ୍ୟାନେଲ୍‌ରେ ବି ଏହି  ମାଇକ୍ରୋଫୋନ୍‌କୁ ଆପଣ ଦେଖିପାରିବେ। ଏଭଳି ସେକେଣ୍ଡାରୀ ମାଇକ୍ରୋଫୋନ୍ ପ୍ରଥମେ ଆପଲ୍ ଆଇଫୋନ୍‌ ବ୍ୟବହାର କରିଥିଲା।  କିନ୍ତୁ ଆଜିକାଲି ଅନେକ ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏହାକୁ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story