ରାଖୀ ପୂର୍ଣ୍ଣିମାରେ ବାପଘରକୁ ଯିବାର ଖୁସି: ନାଚିଲେ ମହିଳା, ଭିଡିଓ ଭାଇରାଲ୍‌

Ordigital Desk
  • Published: Sunday, 26 August 2018
  • , Updated: 26 August 2018, 01:54 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ରାଖୀ ବାନ୍ଧିବେ, ଏହି ମଉକାରେ ବାପ ଘର ବୁଲିବା ବି ହୋଇଯିବ। ଏହି ଖୁସିରେ ଆତ୍ମହରା ହୋଇ ଜଣେ ମହିଳା ନାଚୁଥିବାର ଭିଡିଓ ସୋଶାଲ୍&zwnj; ମିଡିଆରେ ଭାଇରାଲ୍&zwnj; ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।<br /> ରାଖୀ ପୂର୍ଣ୍ଣିମାରେ ବାପଘର ଯିବାକୁ ବାହାରିବାବେଳେ ଏହି ତାମିଲ୍&zwnj; ମହିଳା ବେଶ୍&zwnj; ଖୁସି ଜଣାପଡ଼ୁଛନ୍ତି। ଏପରକି ଖୁସିରେ ସେ କାର୍&zwnj;ରେ ବସି ନାଚୁଛନ୍ତି।<br /> ଭାଇରାଲ୍ ହୋଇଥିବା ଭିଡିଓରେ ସଂପୃକ୍ତ ମହିଳା ତାମିଲ୍&zwnj; ଗୀତର ତାଳେ ତାଳେ ଝୁମୁଛନ୍ତି ଏବଂ ମନଭରି ଖୁସି ଜାହିର କରୁଛନ୍ତି।<br /> ଏହି ଭିଡିଓକୁ ଫେସ୍&zwnj;ବୁକ୍&zwnj;, ଟ୍ୱିଟର୍&zwnj; ଏବଂ ହ୍ୱାଟସ୍&zwnj;ଆପ୍&zwnj;ରେ ବହୁଳ ମାତ୍ରାରେ ସେୟାର୍&zwnj; କରାଯାଇଛି।</p>

Related story