କେକ୍‌ର ମୂଲ୍ୟ ୧୬.୧୫ ଲକ୍ଷ

ଦୁବାଇର ଏକ ବେକରୀସପ୍ ବନାଇଛି ବିଶ୍ୱର ସବୁଠୁ ଦାମୀ କେକ୍। ଯାହାର ମୂଲ୍ୟ ରହିଛି ୨୫,୦୦୦ ଆମେରିକା ଡଲାର। ଭାରତୀୟ ମୁଦ୍ରାରେ ଏହା ଦାମ ୧୬ ଲକ୍ଷ ୧୫ ହଜାର ଟଙ୍କା। କେକ୍‌ର ଓଜନ ୩୨ କେଜି। ୧୦୦ରୁ ୧୨୦ ଲୋକ ଏହାକୁ ସହଜରେ ଖାଇ ପାରିବେ। ଏହି ସ୍ପଞ୍ଜ କେକ୍‌କୁ ‘ଗେମ୍ ଅଫ୍‌ ଥ୍ରୋନ୍ସ’ର ଟ୍ରିଆନ ଲାନେନ୍‌ଷ୍ଟାରଙ୍କୁ ସମର୍ପଣ କରାଯାଇଛି। ଏହି କେକ୍‌ ବନାଯିବା ବେଳର ଭିଡିଓ ପେକରୀ ତରଫରୁ ୟୁ-ଟ୍ୟୁବରେ ପୋଷ୍ଟ କରାଯାଇଥିଲା। ଯାହା […]

cake

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 01:10 PM IST

ଦୁବାଇର ଏକ ବେକରୀସପ୍ ବନାଇଛି ବିଶ୍ୱର ସବୁଠୁ ଦାମୀ କେକ୍। ଯାହାର ମୂଲ୍ୟ ରହିଛି ୨୫,୦୦୦ ଆମେରିକା ଡଲାର। ଭାରତୀୟ ମୁଦ୍ରାରେ ଏହା ଦାମ ୧୬ ଲକ୍ଷ ୧୫ ହଜାର ଟଙ୍କା।

କେକ୍‌ର ଓଜନ ୩୨ କେଜି। ୧୦୦ରୁ ୧୨୦ ଲୋକ ଏହାକୁ ସହଜରେ ଖାଇ ପାରିବେ। ଏହି ସ୍ପଞ୍ଜ କେକ୍‌କୁ ‘ଗେମ୍ ଅଫ୍‌ ଥ୍ରୋନ୍ସ’ର ଟ୍ରିଆନ ଲାନେନ୍‌ଷ୍ଟାରଙ୍କୁ ସମର୍ପଣ କରାଯାଇଛି। ଏହି କେକ୍‌ ବନାଯିବା ବେଳର ଭିଡିଓ ପେକରୀ ତରଫରୁ ୟୁ-ଟ୍ୟୁବରେ ପୋଷ୍ଟ କରାଯାଇଥିଲା। ଯାହା ଭାଇରାଲ ହେବାରେ ଲାଗିଛି।

Related story