ବିଶ୍ୱର ୧୦ଟି ଦୀର୍ଘତମ ରାଜପଥ: ଜାଣନ୍ତୁ କେଉଁଠି ଅଛି

ଗମନାଗମନ ହିଁ ଗୋଟେ ଦେଶର ବିକାଶର ଚାବିକାଠି। ଯେଉଁ ଦେଶରେ ଗମନାଗମନ ସୁବିଧା ଯେତେ ଭଲ ସେ ଦେଶ ସେତେ ବିକଶିତ। ଏଥିପାଇଁ ସବୁ ଦେଶ ରାସ୍ତାଘାଟ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି, ଖାସ୍‌ କରି ଜାତୀୟ ରାଜପଥ। କାରଣ ଏହି ରାଜପଥ ଉପରେ ସାଧାରଣ ଲୋକଙ୍କ ସହ ବ୍ୟବସାୟୀକ ପରିବହନ ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା ଏପରି ୧୦ଟି ରାଜପଥ ସମ୍ପର୍କରେ ଯାହା ବିଶ୍ୱରେ ସବୁଠାରୁ ଅଧିକ ଲମ୍ବା ରାଜପଥର ମାନ୍ୟତା ପାଇଛନ୍ତି। ପାନ ଆମେରିକାନ […]

HIGHWAY

HIGHWAY

Rakesh Mallick
  • Published: Monday, 02 October 2017
  • Updated: 02 October 2017, 03:05 PM IST

Sports

Latest News

ଗମନାଗମନ ହିଁ ଗୋଟେ ଦେଶର ବିକାଶର ଚାବିକାଠି। ଯେଉଁ ଦେଶରେ ଗମନାଗମନ ସୁବିଧା ଯେତେ ଭଲ ସେ ଦେଶ ସେତେ ବିକଶିତ। ଏଥିପାଇଁ ସବୁ ଦେଶ ରାସ୍ତାଘାଟ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି, ଖାସ୍‌ କରି ଜାତୀୟ ରାଜପଥ। କାରଣ ଏହି ରାଜପଥ ଉପରେ ସାଧାରଣ ଲୋକଙ୍କ ସହ ବ୍ୟବସାୟୀକ ପରିବହନ ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା ଏପରି ୧୦ଟି ରାଜପଥ ସମ୍ପର୍କରେ ଯାହା ବିଶ୍ୱରେ ସବୁଠାରୁ ଅଧିକ ଲମ୍ବା ରାଜପଥର ମାନ୍ୟତା ପାଇଛନ୍ତି।

1 - Copyପାନ ଆମେରିକାନ ରାଜରାସ୍ତା: ପାନ ଆମେରିକାନ ରାଜରାସ୍ତାକୁ ବିଶ୍ୱର ସବୁଠାରୁ ଲମ୍ବା ରାଜପଥର ମାନ୍ୟତା ମିଳିଛି। ଏହା ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲି ହୋଇଛି। ଏହା ଉତ୍ତର ଆମେରିକାରୁ ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ୩୦,୦୦୦ କିମି ଲମ୍ବିଛି।

2 - Copyଅଷ୍ଟ୍ରେଲିଆ ହାଇୱେ-୧: ଅଷ୍ଟ୍ରେଲିଆ ହାଇୱେ-୧ ବିଶ୍ୱର ଦ୍ୱିତୀୟ ସର୍ବଧିକ ଲମ୍ବା ରାଜପଥର ମାନ୍ୟତା ପାଇଛି। ଏହାର ଲମ୍ବା ୧୪,୫୦୦ କିମି। ଏହା ଅଷ୍ଟ୍ରେଲିଆ କଣ୍ଟିନେଣ୍ଟରର ସମସ୍ତ ପ୍ରଦେଶ ରାଜଧାନୀକୁ ସଂଯୋଗ କରୁଛି।

3 - Copyଟ୍ରାନ୍ସ ସାଇବେରିଅନ ରାଜପଥ: ବିଶ୍ୱର ତୃତୀୟ ସ୍ଥାନରେ ରହିଥିବା ଟ୍ରାନ୍ସ ସାଇବେରିଅନ ରାଜମାର୍ଗ ପିଟର୍ସରୁ ଆରମ୍ଭ ହୋଇ ରୁଷର ବ୍ଲାଦିବୋସ୍ତକ ପର୍ଯ୍ୟନ୍ତ ଲମ୍ବିଛି। ଏହା ଏସିଆନ୍‌ ହାଇୱେକୁ ଗୋଟିଏ ସ୍ଥାନରେ ପାର ହୋଇଛି। ଏହା ଏଏଏଚ୍୬ ନାଁରେ ଜଣାଯାଏ।

4 - Copyଟ୍ରାନ୍ସ କାନାଡା ହାଇୱେ: ଚତୁର୍ଥ ସ୍ଥାନରେ ରହିଛି ଟ୍ରାନ୍ସ କାନାଡା ହାଇୱେ। ଏହା କାନାଡାର ୧୦ଟି ପ୍ରଦେଶକୁ ସଂଯୋଗ କରୁଛି। ୧୯୬୨ ମସିହାରେ ଏଥିରେ ଗମନାଗମନ ଆରମ୍ଭ ହୋଇଥିଲା।

5 - Copyସ୍ୱର୍ଣ୍ଣ ଚର୍ତୁଭୁଜ ରାଜମାର୍ଗ, ଭାରତ: ଆମ ଦେଶର ଏହି ରାଜମାର୍ଗଟି ୫ମ ସ୍ଥାନରେ ରହିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇକୁ ଏହି ରାଜପଥ ସଂଯୋଗ କରିଛି। ଏହାସହ ପୁଣେ, ଅହମ୍ମଦାବାଦ, ଜୟପୁର ,କାନପୁର, ସୁରଟ, ବେଙ୍ଗାଲୁରୁ, ବିଶାଖାପାଟନା ଓ ଭୁବନେଶ୍ୱରକୁ ମଧ୍ୟ ଏହା ସଂଯୋଗ କରୁଛି।

6 - Copyଚାଇନା ଜାତୀୟ ରାଜପଥ ୦୧୦: ଚୀନର ହେଲଙ୍ଗଜିଆଙ୍ଗର ଟୋଙ୍ଗିଆଙ୍ଗରୁ ହେଇନାନ୍‌ର ସାନ୍ୟା ପର୍ଯ୍ୟନ୍ତ ଲମ୍ବିଥିବା ଏହି ରାଜପଥ ବିଶ୍ୱର ଷଷ୍ଠ ଲମ୍ବା ରାଜପଥର ମାନ୍ୟତା ପାଇଛି। ଏହା ଚୀନ୍‌ର ସବୁଠାରୁ ଲମ୍ବା ରାଜପଥ।

7 - Copyୟୁଏସ୍ ରୁଟ ୨୦: ଆମେରିକାର ୟୁଏସ୍‌ ରୁଟ-୨୦ କୋଷ୍ଟ-ଟୁ-କୋଷ୍ଟ ରୋଡ ନେଟ୍‌ୱର୍କ। ପୂର୍ବର ବୋଷ୍ଟନରୁ ପଶ୍ଚିମର ନ୍ୟୁପୋର୍ଟ ପର୍ଯ୍ୟନ୍ତ ଲମ୍ୱିଛି ଏହି ରାଜପଥ।

8 - Copyୟୁଏଏସ୍ ରୁଟ ୬: ଅଷ୍ଟମ ସ୍ଥାନରେ ରହିଛି ଆମେରିକାର ୟୁଏସ୍‌ ରୁଟ ୬। ଏହା ଗ୍ରାଣ୍ଡ ଆର୍ମି ଅଫ୍‌ ରିପବ୍ଲିକ ହାଇୱେ ଭାବେ ମଧ୍ୟ ପରିଚିତ।

9ଇଣ୍ଟରଷ୍ଟେଟ୍‌ ୯୦(I-90) ୟୁଏସ୍‌:  ନବମ ସ୍ଥାନରେ ରହିଛି ଏହି ରାଜପଥ। ଏହା ଆମେରିକାର ଇଣ୍ଟରଷ୍ଟେଟ୍‌ ରାଜପଥ।

10ଇଣ୍ଟରଷ୍ଟେଟ୍‌ ୮୦(I-80), ୟୁଏସ୍‌: ଶେଷ ସ୍ଥାନରେ ରହିଛି ଆମେରିକାର ଇଣ୍ଟରଷ୍ଟେଟ୍‌ ୮୦ (I-80) ହାଇୱେ। ଏହା ଏକ ଉପମହାଦେଶୀର ରାଜପଥ। ଏହା ସାନ୍‌ ଫ୍ର।ନ୍ସିକୋରୁ ଟିନେକ୍‌ ପର୍ଯ୍ୟନ୍ତ ଲମ୍ବିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story