ମୋ ଦୃଷ୍ଟିରେ ଯୋଗ ଓ ଜୀବନ ଦର୍ଶନ

ବ୍ୟାପକ ଭାବରେ ଯୋଗର ଅର୍ଥ ଏକରୁ ଅନେକ। ଶାରୀରିକ ସୁସ୍ଥତା, ମାନସିକ ସ୍ଥିରତା, ବୌଦ୍ଧିକ ବିକାଶ ତଥା ଆତ୍ମାର ଉନ୍ନତିକୁ ସାମଗ୍ରିକ ଭାବରେ ଯୋଗ କୁହାଯାଏ। ମାନବ ଜାତି କାହାର ବ୍ୟକ୍ତିଗତ ଜୀବନରେ ସୀମିତ ନରହି ବ୍ୟାପକ ହେବା ହିଁ ଯୋଗ। ଯୋଗ ଏକ ଜୀବନ ଦର୍ଶନ ଓ ଏକ ସମ୍ପୂର୍ଣ୍ଣ ଚିକିତ୍ସା ପଦ୍ଧତି ଅଟେ। Yoga is a spiritual journey from ignorance to knowledge. From mortality to immortality. ଜୀବନର ଉଦ୍ଦେଶ୍ୟ ହେଉଛି, […]

prakash-3..1

prakash-3..1

Niharika Rout
  • Published: Wednesday, 19 June 2019
  • Updated: 20 June 2019, 05:05 PM IST

ବ୍ୟାପକ ଭାବରେ ଯୋଗର ଅର୍ଥ ଏକରୁ ଅନେକ। ଶାରୀରିକ ସୁସ୍ଥତା, ମାନସିକ ସ୍ଥିରତା, ବୌଦ୍ଧିକ ବିକାଶ ତଥା ଆତ୍ମାର ଉନ୍ନତିକୁ ସାମଗ୍ରିକ ଭାବରେ ଯୋଗ କୁହାଯାଏ। ମାନବ ଜାତି କାହାର ବ୍ୟକ୍ତିଗତ ଜୀବନରେ ସୀମିତ ନରହି ବ୍ୟାପକ ହେବା ହିଁ ଯୋଗ। ଯୋଗ ଏକ ଜୀବନ ଦର୍ଶନ ଓ ଏକ ସମ୍ପୂର୍ଣ୍ଣ ଚିକିତ୍ସା ପଦ୍ଧତି ଅଟେ। Yoga is a spiritual journey from ignorance to knowledge. From mortality to immortality.

[caption id="attachment_395712" align="alignleft" width="249"] ପ୍ରକାଶ ଚନ୍ଦ୍ର ରଥ[/caption]

ଜୀବନର ଉଦ୍ଦେଶ୍ୟ ହେଉଛି, ଜୀବନକୁ ନିରୋଗ ଓ ଆନନ୍ଦମୟ କରିବା। ପ୍ରାଣାୟାମ, ଯୋଗ ହେଉଛି ଜୀବନର ଅଙ୍ଗ।  ଏହା ଦ୍ୱାରା ଜୀବନ ଆନନ୍ଦମୟ ହୋଇଥାଏ।  ଏହିପରି ଯୋଗକୁ ନେଇ ମୋର ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପାଇବା ପାଇଁ ମୁଁ ପ୍ରୟାସ କରିଥିଲି । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଯୋଗର ବହୁ ସଫଳତାର କାହାଣୀ ରହିଛି। ଯୋଗର ସୃଷ୍ଟି ଭାରତରୁ ହୋଇଛି। ଏହା ସମସ୍ତେ ଜାଣନ୍ତି। ଏକବିଂଶ ଶତାଦ୍ଦୀରେ ଭାରତୀୟ ଜନମାନସକୁ ନିଜର ଆସନ ଓ ପ୍ରାଣାୟମ ଜରିଆରେ ଧ୍ୟାନସ୍ଥ କରିବାରେ ସଫଳ ଗୁରୁ ହେଉଛନ୍ତି ସ୍ୱାମୀ ରାମଦେବ। ପରମପୂଜ୍ୟ ସ୍ୱାମୀ ରାମଦେବ ମହାରାଜ ଜଣେ ଯୋଗଜନ୍ମା ଓ କ୍ରାନ୍ତିକାରୀ  ଯୋଗପୁରୁଷ । ପ୍ରଥମେ ସ୍ୱାମୀଜୀ ଭୁବନେଶ୍ୱରରେ ଶିବିର କରିଥିଲେ ୨୦୦୭ ମସିହା ଜାନୁଆରୀ ରୁ ୭ ତାରିଖରେ। ମୁଁ ସେଠାରେ ତାଙ୍କର ସାନିଧ୍ୟ ଲାଭ କରିଥିଲି ଏବଂ ସବୁଦିନ ସଫଳତାର ସହିତ ଅଭ୍ୟାସ କରିଥିଲି।

ସ୍ୱାମୀଜୀଙ୍କ ଯୋଗ ଶିବିରର ସୁନ୍ଦର ଅନୁଭୂତି ମୋର ଜୀବନ ଦର୍ଶନରେ ପ୍ରଭାବ ପକାଇଥିଲା। ଯୋଗ ଶିବିରରେ ସ୍ୱାମୀଜୀ ଯାହା ଶିକ୍ଷା ଦେଉଥିଲେ, ତାକୁ ଶିଖିବାକୁ ପ୍ରାଣପଣେ ଚେଷ୍ଟା କରିଥିଲି।

ସ୍ୱାମୀଜୀ ଯୌଗିକ ଜଗିଙ୍ଗ, ସୂର୍ଯ୍ୟ ନମସ୍କାର ଓ ଆସନ ସବୁ ଅଭ୍ୟାସ କରାଉଥା’ନ୍ତି। ମୁଁ ମନ ପ୍ରାଣ ଦେଇ ନିଜର ସୁସ୍ଥତା ପ୍ରତି ସଚେତନ ହୋଇ ସଂପୂର୍ଣ୍ଣ ଶିଖିବାର ପ୍ରୟାସ ରଖିଥାଏ। ଶେଷଦିନ ଗୁରୁଜୀ ଆମକୁ କହିଲେ, ମୋର ସମସ୍ତଙ୍କୁ ଆଶୀର୍ବାଦ, ଯାହା ଶିଖିଲ ତାହା ଅନ୍ୟକୁ ଶିଖାଇବ।

ତା’ପରେ ମୁଁ ମନେ ମନେ ଚିନ୍ତା କଲି ସକାଳୁ ସକାଳୁ ଉଠି ନିଜର ସୁସ୍ଥତା ସହିତ ଯଦି ସମାଜର ଉପକାର ହୋଇପାରିଲା, ତାହା ଠାରୁ ବଡ଼ ସେବା ଆଉ କିଛି ହୋଇ ନପାରେ।

ବର୍ତ୍ତମାନ ପରିପ୍ରେକ୍ଷୀରେ ଯଦି କୌଣସି ପରିବାରରେ ପ୍ରଶ୍ନ କରାଯାଏ ସମସ୍ତେ ସ୍ୱାସ୍ଥ୍ୟ ଦୃଷ୍ଟିରୁ କିପରି ଅଛନ୍ତି, ଉତ୍ତରରେ କେବଳ ଗ୍ୟାସ୍‌, ଡାଇବେଟିସ୍‌, ବ୍ଲଡ୍‌ପ୍ରେସର ଓ କ୍ୟାନସର ଭଳି ସମସ୍ୟା ଦୃଶ୍ୟମାନ ହେବ। ଜୀବନରେ ସଂକଳ୍ପ ସ୍ୱରୂପ ଆମେ ସ୍ୱାମୀଜୀଙ୍କର ଅନୁଗତ ହୋଇ ନିଜର  ସ୍ୱାସ୍ଥ୍ୟପ୍ରତି ସଚେତନ ହେବା ସଙ୍ଗେ ସଙ୍ଗେ ଆଖ ପାଖର ଲୋକଙ୍କ ସଙ୍ଗେ ମିଶି ସୁସ୍ଥ ସମାଜ ଗଢ଼ିବାର ଏକ ସଙ୍କଳ୍ପ ନେବା।

ମୁଁ ମୋ ବିଚାରରେ ଯେତେ ଦୂର ସମ୍ଭବ ଆମ ଅଞ୍ଚଳର ବିଭିନ୍ନ ଗାଁକୁ ଗାଁ ଯାଇ, ସ୍କୁଲ୍‌ରୁ ସ୍କୁଲକୁ ଯାଇ ସ୍ୱାମୀଜୀଙ୍କର ଏହି ବିରାଟ ସ୍ୱପ୍ନକୁ ପୂରଣ କରିବାକୁ ଗୁଣ୍ଡୁଚି ମୂଷା ସଦୃଶ ସେବାରେ ନିୟୋଜିତ ହୋଇଛୁ।

‘ଶରୀର ମାଦଂ ଖଳୁ ଧର୍ମ ସାଧନମ୍‌’। ସୁସ୍ଥ ଶରୀର ସୁସ୍ଥ ସମାଜ ଗଠନରେ ସାହାଯ୍ୟ କରିପାରିବ। ଆମେ ପ୍ରାୟ ୨ ବର୍ଷ ହେଲା ଆମ ଅଞ୍ଚଳର ପଟିଆ ହାଇସ୍କୁଲ୍‌ ପଡ଼ିଆରେ ସବୁଦିନ ମର୍ଣ୍ଣିଂ ୱାକ୍‌ କରିବା ସଙ୍ଗେ ସଙ୍ଗେ ସ୍ୱାମୀଜୀଙ୍କର ସରଳ ଯୋଗାଭ୍ୟାସର ପ୍ରାୟ ୬୦ଟି କ୍ରମ କରୁଛୁ। ସେଥି ମଧ୍ୟରେ ରହିଛି ଯୌଗିକ ଜଗିଂର ୧୨ଟି କ୍ରମ, ସୂର୍ଯ୍ୟ ନମସ୍କାରର ୧୨ଟି କ୍ରମ, ମିଶ୍ର ଦଣ୍ଡର ୨ଟି କ୍ରମ, ପ୍ରାଣାୟମର ୮ଟି କ୍ରମ, ସୂକ୍ଷ୍ମ ବ୍ୟାୟାମର ୧୨ଟି କ୍ରମ ଓ ଆସନର ୧୨ଟି କ୍ରମ । ସର୍ବଶେଷରେ ସିଂହାସନ ଓ ହାସ୍ୟାସନ କରୁଛୁ।

ଆମ ଅନୁଭୂତିରେ ଆମେ ପ୍ରମାଣିତ କରି ଦେଖିଛୁ ଅର୍ଶ, ମଳକଣ୍ଟକ, ଗ୍ୟାସ, ଡାଇବେଟିସ୍‌ ଓ ବ୍ଲଡ୍‌ପ୍ରେସର ପରି ସମସ୍ୟା ଅତି ସହଜରେ ଉପଶମ ହୋଇଯାଇଛି।

-ପ୍ରକାଶ ଚନ୍ଦ୍ର ରଥ , କଳାରାହାଙ୍ଗ ,ପଟିଆ, ଭୁବନେଶ୍ୱର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story