ଅଳ୍ପ ପାଠୁଆଙ୍କ ପାଇଁ ସହଜ ଉପାୟ: ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା

ବର୍ତ୍ତମାନ ଦୁନିଆରେ ବିଭିନ୍ନ ଦିଗରେ ନୂଆ ନୂଆ ନିଯୁକ୍ତି ସୁଯୋଗ ବାହାରୁଛି। ଦେଶରେ ହୁ ହୁ ହୋଇ  ଜନସଂଖ୍ୟା ବଢୁଥିବାବେଳେ ଚାକିରି ଗୁଡିକ ପାଇଁ ଅନେକ ପ୍ରତିଦ୍ୱନ୍ଦିତା ମଧ୍ୟ ଦେଖିବାକୁ ମିଳୁଛି। ଅଧିକ ଦରମା ଥିବା  ଚାକିରି ଖଣ୍ଡିଏ ପାଇଁ ଯୁଗ ସହ ତାଳ ଦେଇ ଉଚ୍ଚ ଶିକ୍ଷା ହାସଲ କରିବାକୁ ପଡୁଛି। କିନ୍ତୁ ଏମିତି କିଛି ଚାକିରି ଅଛି ଯେଉଁଥିରେ ଆପଣଙ୍କୁ ଗ୍ରାଜୁଏସନ ମଧ୍ୟ କରିବାକୁ ପଡିବ ନାହିଁ। ଆଉ ଦରମା ସବୁଠୁ ଅଧିକ ମିଳିବ। […]

commercial-pilot-2

commercial-pilot-2

Rakesh Mallick
  • Published: Saturday, 17 June 2017
  • Updated: 17 June 2017, 08:53 PM IST

Sports

Latest News

ବର୍ତ୍ତମାନ ଦୁନିଆରେ ବିଭିନ୍ନ ଦିଗରେ ନୂଆ ନୂଆ ନିଯୁକ୍ତି ସୁଯୋଗ ବାହାରୁଛି। ଦେଶରେ ହୁ ହୁ ହୋଇ  ଜନସଂଖ୍ୟା ବଢୁଥିବାବେଳେ ଚାକିରି ଗୁଡିକ ପାଇଁ ଅନେକ ପ୍ରତିଦ୍ୱନ୍ଦିତା ମଧ୍ୟ ଦେଖିବାକୁ ମିଳୁଛି। ଅଧିକ ଦରମା ଥିବା  ଚାକିରି ଖଣ୍ଡିଏ ପାଇଁ ଯୁଗ ସହ ତାଳ ଦେଇ ଉଚ୍ଚ ଶିକ୍ଷା ହାସଲ କରିବାକୁ ପଡୁଛି। କିନ୍ତୁ ଏମିତି କିଛି ଚାକିରି ଅଛି ଯେଉଁଥିରେ ଆପଣଙ୍କୁ ଗ୍ରାଜୁଏସନ ମଧ୍ୟ କରିବାକୁ ପଡିବ ନାହିଁ। ଆଉ ଦରମା ସବୁଠୁ ଅଧିକ ମିଳିବ। ଖାଲି  ନିଜର ଉଦ୍ୟମ ଓ ଆଗ୍ରହ ଥିଲେ ହେଲା। ତେବେ ଆସନ୍ତୁ ଜାଣିବା ଏଭଳି କିଛି  ଚାକିରି ବିଷୟରେ......

୧-ଏଥିକାଲ ହ୍ୟାକର: ଏହାର ଅର୍ଥ ହେଉଛି ବିନା ଅନୁମିତିରେ ଅନ୍ୟ ଏକ ନେଟୱର୍କରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ଆଇନ ଅନୁମତି ଆନୁଯାୟୀ ରୋକିବା। ଏଥିପାଇଁ ଦଶମ ଶ୍ରେଣୀ ପାସ ପରେ ଆପଣଙ୍କୁ କମ୍ପ୍ୟୁଟର ହ୍ୟାକ ସମ୍ବନ୍ଧୀୟ ଏକ  କୋର୍ସ କରିବାକୁ ପଡିବ। ଏହାପରେ ଆପଣ ଯେଉଁଠି ଚାକିରି କରିବେ ଆପଣଙ୍କ ସର୍ବନିମ୍ନ ଦରମା ୧.୫ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ।

୨-ଫଟୋଗ୍ରାଫର- ଫଟୋଗ୍ରାଫିରେ ଆଗ୍ରହ ଥିଲେ ଆପଣଙ୍କୁ ଏଥିରେ ଡିପ୍ଲୋମା କରିବାକୁ ପଡିବ।  ଯୁକ୍ତ ଦୁଇ ପରେ ଆପଣ ଏହି କୋର୍ସ କରିପାରିବେ। ଯଦିଓ  ଆରମମ୍ଭରୁ  ଟିକେ କଷ୍ଟ କରିବାକୁ ପଡିପାରେ  କିନ୍ତୁ ଏଥିରେ ଆପଣ ବର୍ଷକୁ ୩ ଲକ୍ଷ ଟଙ୍କା ଆୟ କରିପାରିବେ।

୩-ମଡ୍‌ଲିଂ ଏବଂ ଆକ୍ଟିଂ: ଏଥିପାଇଁ ଆପଣଙ୍କୁ  ମଡ୍‌ଲିଂ  ଓ ଆକ୍ଟିଂରେ ଡିପ୍ଲୋମା କୋର୍ସ କରିବାକୁ ପଡିବ।  ଏଥିପାଇଁ ସୁନ୍ଦର ସ୍ୱାସ୍ଥ୍ୟ ସାଙ୍ଗକୁ ଏହି କଳା ଉପରେ ଆପଣଙ୍କର ଆଗ୍ରହ ରିହିବା ଆବଶ୍ୟକ। ଏଥିରୁ ମଧ୍ୟ ଆପଣ ଭଲ ଆୟ କରିପାରିବେ।

୪-ଗ୍ରାଫିକ୍ସ ଡିଜାଇନର: ଏଥିପାଇଁ ଯୁକ୍ତ ଦୁଇ ପରେ ଆପଣଙ୍କୁ ଗ୍ରାଫିକ୍ସ ଡିଜାଇନ ପାଇଁ କୋର୍ସ କରିବାକୁ ପଡିବ। ନିଜର ଦକ୍ଷତା ଓ କାର୍ଯ୍ୟଶୈଳୀର ପ୍ରଖରତା ଅନୁଯାୟୀ ଆପଣ ବାର୍ଷିକ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆୟ କରିପାରିବେ।

୫- କମର୍ସିଆଲ ପାଇଲଟ: ଏଥିପାଇଁ ଯୁକ୍ତ ଦୁଇ ବିଜ୍ଞାନ ପାସ କଲା ପରେ ଆପଣ ବେସାମରିକ ବିମାନ ଚଳାଚଳ ସଂସ୍ଥା (ଡିଜିସିଏ) ସିକୃତିରେ ଷ୍ଟୁଡେଣ୍ଟ ପାଇଲଟ ଲାଇସେନ୍ସ ହାସଲ କରିପାରିବେ। ପରେ ଆପଣ ଘରୋଇ ବିମାନ ଉଡାଣ ପାଇଁ ପ୍ରାଇଭେଟ ପାଇଲଟ ଲାଇସେନ୍ସ ହାସଲ କରିବାକୁ ପଡିବ। ଟ୍ରେନିଂ ମାଧ୍ୟମରେ କମର୍ସିଆଲ ପାଇଲଟ ଲାଇସେନ୍ସ ହାସଲ କରି ଆପଣ ଘରୋଇ ପାଇଲଟ ସଂସ୍ଥାରେ ଚାକିରି କରିପାରିବେ। ଏଥିରେ ଏକ ଲକ୍ଷରୁ ୪ ଲକ୍ଷ ଟଙ୍କା ଆୟ କରିପାରିବେ।

୬- ରେଡିଓ ଜକି: ଆପଣ ମେଟ୍ରିକ ପାସ ପରେ ଏହି ଚାକିରି କରିପାରିବେ। ଏଥିପାଇଁ ଲୋକଙ୍କୁ ମନରଞ୍ଜନ କରିବାର ଦକ୍ଷତା ଥିବା ଦରକାର। ଏଥିରେ ପ୍ରାରମ୍ଭିକ ସ୍ତରରେ ଦରମା କମ ମିଳୁଥିଲେ  ମଧ୍ୟ ନିଜର ଦକ୍ଷଦା ଅନୁଯାୟୀ ପରବର୍ତ୍ତି ସମୟରେ ଭଲ ଦରମା ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story