୩ ରାଜ୍ୟରେ ବିଜେପିର ବିଜୟ ପରେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ବଡ଼ ବୟାନ। କହିଲେ, ୨୦୨୪ ନିର୍ବାଚନରେ ବିଜେପି ରାଜ୍ୟରେ ୧୦୦ ବିଧାନସଭା ଆସନ ଏବଂ ଲୋକସଭାରେ ୧୫ରୁ ଅଧିକ ଆସନରେ ଜିତିବ।