'ବିଜେପି ସରକାରକୁ ଆସିଲେ ଚିଟଫଣ୍ଡ ଟଙ୍କା ଫେରସ୍ତ ହେବ'

'ଚିଟଫଣ୍ଡ ସହ ସଂପୃକ୍ତ ବିଜେଡି ନେତାଙ୍କୁ ଜେଲ୍‌ରେ ପୂରାଯିବ'

Manoj Swain
  • Published: Thursday, 04 January 2024
  • Updated: 04 January 2024, 05:44 PM IST

Sports

Latest News

ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ। କହିଲେ, ବିଜେପି ସରକାରକୁ ଆସିଲେ ପ୍ରଥମ ଦିନ ହିଁ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ହେବ। ଚିଟଫଣ୍ଡ ସହ ସଂପୃକ୍ତ ବିଜେଡି ନେତାଙ୍କୁ ଜେଲ୍‌ରେ ପୂରାଯିବ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos