‘ମୁଁ ଆଜି ଗର୍ବିତ’

  • Published: Sunday, 06 August 2023
  • , Updated: 06 August 2023, 10:24 PM IST

'ମୁଁ ଆଜି ବହୁତ ଗର୍ବିତ । ଭୁବନେଶ୍ବର ସାଂସଦୀୟ କ୍ଷେତ୍ରରେ ତିନୋଟି ରେଳ ଷ୍ଟେସନର ରିଡେଭଲପମେଣ୍ଟ କାମ ଆରମ୍ଭ ହେଉଛି ।' କିଛି ଏଭଳି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

Related story