ଏଣିକି କୋର୍ଟରେ ଦେଖା !

ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଆଣିଥିବା ଅଭିଯୋଗରେ ଠିକରେ ତଦନ୍ତ କରିନି ମହିଳା ଥାନା ପୁଲିସ।

Manoj Swain
  • Published: Thursday, 12 October 2023
  • Updated: 12 October 2023, 04:03 PM IST

Sports

Latest News

ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଆଣିଥିବା ଅଭିଯୋଗରେ ଠିକ୍‌ରେ ତଦନ୍ତ କରିନି ମହିଳା ଥାନା ପୁଲିସ। ଏଥିପାଇଁ ସଂଯୁକ୍ତା ହାଇକୋର୍ଟରେ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ। ଦୁଇ ଦିନ ତଳେ ଏ ମାମଲାର ଶୁଣାଣି କରି ଆସନ୍ତା ନଭେମ୍ବର ୧ରେ ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos