ଡିସେମ୍ବର ଯାଏଁ ହୋର୍ଡିଂ ଲଗାଅ !

୧୦ ବର୍ଷରେ ହୋର୍ଡିଂରେ ଖର୍ଚ୍ଚ ହୋଇଛି ୩ କୋଟି ୨୫ ଲକ୍ଷ।

Manoj Swain
  • Published: Thursday, 12 October 2023
  • Updated: 12 October 2023, 05:22 PM IST

Sports

Latest News

ଆଗାମୀ ଏପ୍ରିଲ ମାସରେ ରାଜ୍ୟରେ ସାଧାରଣ ନିର୍ବାଚନ। ୫ ବର୍ଷରେ ଥରେ ନିର୍ବାଚନ ପୂର୍ବରୁ ସରକାର ନିଜ ଜନହିତକର ଯୋଜନା ଓ କାର୍ଯ୍ୟକ୍ରମର ପ୍ରଚାର କରିଥାନ୍ତି। ମାତ୍ର ଏବେ ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିବାକୁ ବସିଛନ୍ତି ରାଜ୍ୟ ସରକାର। ଗୋଟିଏ ଗୋଟିଏ ଛକରେ ୮ରୁ ୧୦ଟି ଲଗାଯାଇଛି ହୋର୍ଡିଂ। ୧୦ ବର୍ଷରେ ହୋର୍ଡିଂରେ ଖର୍ଚ୍ଚ ହୋଇଛି ୩ କୋଟି ୨୫ ଲକ୍ଷ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos