କ’ଣ କହିଥିଲେ ଅଶୋକ? କାହିଁକି ନେଲେ ୟୁଟର୍ଣ୍ଣ

  • Published: Saturday, 16 December 2023
  • , Updated: 16 December 2023, 05:53 PM IST

ଏକାମ୍ର ନିର୍ବାଚନୀ ମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ବରରୁ ସାଂସଦ ଭାବେ ମୁଖ୍ୟମନ୍ତ୍ରୀ ମନୋନୀତ କରିଛନ୍ତି । କିନ୍ତୁ ପରେ ମତ ବଦଳାଇ ଦେଇଛନ୍ତି । 

Related story