'ରାଜ୍ୟରେ ଗଭର୍ଣ୍ଣାନ୍ସ ମଡେଲ ଫେଲ୍'

  • Published: Sunday, 21 January 2024
  • , Updated: 21 January 2024, 12:18 PM IST

ଲିଙ୍ଗରାଜ ମନ୍ଦିରରେ ସଫେଇ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ସାଂପ୍ରତିକ ଗଭର୍ଣ୍ଣାନ୍ସକୁ ନାପସନ୍ଦ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

Related story