ଦେବାଶିଷଙ୍କୁ ରାଜ୍ୟସଭା ପଠାଇବା ପଛରେ ବଡ କାରଣ ?

  • Published: Tuesday, 13 February 2024
  • , Updated: 13 February 2024, 04:32 PM IST

26 ବର୍ଷର ଲମ୍ବା ରାଜନୈତିକ କ୍ୟାରିୟର। ବସନ୍ତ ବିଶ୍ୱାଳଙ୍କୁ ହରାଇ ରାଜନୀତିକୁ ଏଣ୍ଟ୍ରି ମାରିଥିଲେ ହେବିଓ୍ୱେଟ ନେତା ଦେବାଶିଷ ସାମନ୍ତରାୟ। ଏବେ ବିଧାନସଭାରୁ ସିଧା ସଂସଦକୁ ଲମ୍ବା ଡିଆଁ। ରାଜ୍ୟସଭାକୁ ମନୋନୀତ ହେବା ପରେ ସୁପ୍ରିମୋଙ୍କୁ ତ କୃତଜ୍ଞତା ଜଣାଇଛନ୍ତି ଦେବାଶିଷ, ତେବେ ବାସ୍ତବରେ ଏହାକୁ ନେଇ ସେ କେତେ ଖୁସି ଅଛନ୍ତି? 24 ନର୍ବାଚନ ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି। ଦେଖନ୍ତୁ ପୂରା ରିପୋର୍ଟ। 

Related story