୪ ଜଣଙ୍କ ଉପରେ ଭରସା କଲେ, ୧୧ ଜଣଙ୍କୁ ଆଉଟ୍ କଲେ

ସମ୍ବଲପୁର ଲୋକସଭା ଆସନରୁ ପ୍ରଣବ ପ୍ରକାଶ ଦାସ ଓ ଭୁବନେଶ୍ବରରୁ ମନ୍ମଥ ରାଉତରାୟ ।

Manoj Swain
  • Published: Thursday, 28 March 2024
  • Updated: 28 March 2024, 01:11 PM IST

Sports

Latest News

୪ ଜଣଙ୍କ ଉପରେ ଭରସା କଲେ, ୧୧ ଜଣଙ୍କୁ ଆଉଟ୍ କଲେ । ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ ପରେ ରାଜ୍ୟ ରାଜନୀତିରେ ହଟଚମଟ । ପୁରୁଣା ନେତାଙ୍କୁ ଆଉଟ କଲେ ଆଉ ନୂଆ ନେତାଙ୍କୁ ସୁଯୋଗ ଦେଲେ । ସମ୍ବଲପୁର ଲୋକସଭା ଆସନରୁ ପ୍ରଣବ ପ୍ରକାଶ ଦାସ ଓ ଭୁବନେଶ୍ବରରୁ ମନ୍ମଥ ରାଉତରାୟ । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅଂଶୁମାନ ମହାନ୍ତି ଓ ସୁନ୍ଦରଗଡ଼ରୁ ଦିଲିପ ତିର୍କୀ । ୪ଟି ଆସନରେ ରିପିଟ କଲେ ଆଉ ୧୧ଟି ସ୍ଥାନରେ ନୂଆ ଚେହେରା ଦେଲେ। କଟକ ଲୋକସଭା ଆସନରୁ ସଂତୃପ୍ତ ମିଶ୍ର ଓ ପୁରୀରୁ ଅରୂପ ପଟ୍ଟନାୟକ । ଢ଼େଙ୍କାନାଳରୁ ଅବିନାଶ ସାମଲ ଓ କନ୍ଧମାଳରୁ ଅଚ୍ୟୁତ ସାମାନ୍ତ ଲଢ଼ିବେ ନିର୍ବାଚନ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos