ଜୋର ହେଲା ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା

  • Published: Thursday, 29 February 2024
  • , Updated: 29 February 2024, 03:35 PM IST

ବିଜେପି–ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ହେଲାଣି ଜୋରଦାର। ପୁରୁଣା ଦୁଇ ମେଣ୍ଟ ସହଯୋଗୀ ପୁଣିଥରେ ମେଣ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସିଟ୍ ସେୟାରିଂକୁ ନେଇ କଥା ବାର୍ତ୍ତା ଚାଲିଛି ବୋଲି ମଧ୍ୟ କୁହାଯାଉଛି। ଚର୍ଚ୍ଚା କେତେ ସତ ହେଉଛି ତାହା ଆଉ 4 ରୁ 5 ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ। ଦେଖନ୍ତୁ ପୂରା ରିପୋର୍ଟ। 

Related story