କାହିଁକି ବ୍ରହ୍ମପୁର ଲେଖା ଛିଣ୍ଡିଲାନି ?

ବ୍ରହ୍ମପୁରରେ ପ୍ରଦୀପଙ୍କ ବିରୋଧରେ କାହିଁକି ପ୍ରାର୍ଥୀ ଘୋଷଣା କଲାନି ବିଜେଡି ?

Manoj Swain
  • Published: Thursday, 28 March 2024
  • Updated: 28 March 2024, 11:24 AM IST

Sports

Latest News

ବ୍ରହ୍ମପୁରରେ ପ୍ରଦୀପଙ୍କ ବିରୋଧରେ କାହିଁକି ପ୍ରାର୍ଥୀ ଘୋଷଣା କଲାନି ବିଜେଡି ? ବ୍ରହ୍ମପୁର ଲୋକସଭା ଆସନ ପାଇଁ ନୂଆ ମୁହଁ ଚାହୁଁଛି କି ବିଜେଡି ? ଯଦି ରିପିଟ୍ ହେବେ ତେବେ ଚନ୍ଦ୍ରଶେଖର ସାହୁ ନ ହେଲେ ସୁବାସ ଓ ରୂପେଶ । ଦଳୀୟ କନ୍ଦଳ ଥାଇ ମଧ୍ୟ ଛତ୍ରପୁରରେ ରିପିଟ୍ ହେଲେ ସୁବାସ ବେହେରା। ଦିଗପହଣ୍ଡିରେ ବିପିନ ପ୍ରଧାନ ବିଜେପିରେ ମିଶିବା ପରେ ସୂର୍ଯ୍ୟଙ୍କ ପୁଅ ବିପ୍ଲବଙ୍କୁ ମିଳିଲା ଟିକେଟ୍ । ଚିକିଟିରେ ଉଷାଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ହେଲେ ପ୍ରାର୍ଥୀ। ବ୍ରହ୍ମପୁର, ପାରଳାଖେମୁଣ୍ଡି, ମୋହନା ପାଇଁ ପ୍ରାର୍ଥୀ ଘୋଷଣା କଲାନି ବିଜେଡି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos