ବିଜେଡି ପାଇଁ ଅଡୁଆ ଅମର-ସମୀର !

ବରିଷ୍ଠ ନେତା ଅମର ଶତପଥୀଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରିଛି ଦଳ ।

Manoj Swain
  • Published: Sunday, 21 April 2024
  • Updated: 21 April 2024, 01:42 PM IST

Sports

Latest News

ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଘୋଷଣା କରିଥିବା 9 ଆସନ ମଧ୍ୟରୁ 5 ଜଣଙ୍କ ଟିକେଟ କଟିଛି। ନବାଗତଙ୍କୁ ଟିକେଟ୍ ଦେଇ ବରିଷ୍ଠଙ୍କ ଆଶାକୁ ଭାଙ୍ଗିଦେଲା ବିଜେଡି । ପୂର୍ବରୁ ସମୀର ଦାଶଙ୍କ ଟିକେଟ୍ କାଟି ଦିଲ୍ଲୀପ ନାୟକଙ୍କୁ ଟିକେଟ୍ ଦିଆଗଲା । ଏବେ ବରିଷ୍ଠ ନେତା ଅମର ଶତପଥୀଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରିଛି ଦଳ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos