ଖୋଲିଲା ବିଶ୍ୱଜିତଙ୍କ ବିଜେଡି ଲିଙ୍କ୍‌ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଡ଼ିଓ ଭାଇରାଲକୁ ନେଇ ଗିରଫ ହୋଇଥିବା ବିଶ୍ୱଜିତ୍‌ ମହାନ୍ତିଙ୍କର ରହିଛି ବିଜେଡି ଲିଙ୍କ୍‌। ସୋଶାଲ ମିଡିଆରେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ବିଶ୍ୱଜିତ ସେୟାର କରିଥିବା କିଛି ପୋଷ୍ଟ ଏଭଳି କିଛି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ବିଶ୍ୱଜିତ ସେୟାର କରିଥିବା ପୋଷ୍ଟ ମଧ୍ୟରେ ରହଛି ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଫଟୋ। ଇଏ ହେଉଛନ୍ତି ସେଇ ବିଶ୍ୱଜିତ୍‌ ଯିଏ ଜଣେ ସୁସ୍ଥ ହୋଇଥିବା କୋଭିଡ ରୋଗୀଙ୍କ ସହ ବାର୍ତ୍ତାଳାପର ଅଡ଼ିଓକୁ ଭାଇରାଲ କରି […]

Biswajit BJD

Biswajit BJD

Tapas Behera
  • Published: Tuesday, 11 August 2020
  • Updated: 11 August 2020, 08:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଡ଼ିଓ ଭାଇରାଲକୁ ନେଇ ଗିରଫ ହୋଇଥିବା ବିଶ୍ୱଜିତ୍‌ ମହାନ୍ତିଙ୍କର ରହିଛି ବିଜେଡି ଲିଙ୍କ୍‌। ସୋଶାଲ ମିଡିଆରେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ବିଶ୍ୱଜିତ ସେୟାର କରିଥିବା କିଛି ପୋଷ୍ଟ ଏଭଳି କିଛି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ବିଶ୍ୱଜିତ ସେୟାର କରିଥିବା ପୋଷ୍ଟ ମଧ୍ୟରେ ରହଛି ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଫଟୋ। ଇଏ ହେଉଛନ୍ତି ସେଇ ବିଶ୍ୱଜିତ୍‌ ଯିଏ ଜଣେ ସୁସ୍ଥ ହୋଇଥିବା କୋଭିଡ ରୋଗୀଙ୍କ ସହ ବାର୍ତ୍ତାଳାପର ଅଡ଼ିଓକୁ ଭାଇରାଲ କରି  ଗିରଫ ହୋଇଛନ୍ତି। ଗତ କିଛି ଦିନ ଭିତରେ ଉକ୍ତ ଭାଇରାଲ ଅଡ଼ିଓକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଲିସ ବିଶ୍ୱଜିତ୍‌ଙ୍କ ସହ ସମ୍ପୃକ୍ତ ରୋଗୀ ଲକ୍ଷ୍ମୀକାନ୍ତ ବେହେରା ଗିରଫ କରିଛି।

ଉଭୟଙ୍କ ବିରୋଧରେ ପୁଲିସ ୨୬୯, ୨୭୦, ୫୦୫ ଭଳି ବହୁ ଦଫା ଲଗାଇଛି। ତେବେ ଭାଇରାଲ ଅଡ଼ିଟି ଓଟିଭିର ସୋଶାଲ ସାଇଡ୍‌ରେ ପ୍ରସାରିତ ହେବା ପରେ ପୁଲିସ ଚ୍ୟାନେଲକୁ କାଠଗଡ଼ାକୁ ଟାଣିଥିଲା। ଏହି ଅଡିଓ  କ୍ଲିପ୍‌ଟି ‘ଓଟିଭି’ ନ୍ୟୁଜ୍‌ ଚ୍ୟାନେଲ୍ ଉଦ୍ଦେଶ୍ୟମୂଳକ ଭାବେ ପ୍ରସ୍ତୁତ କରି ଏହାକୁ ସୋଶାଲ୍ ମିଡିଆରେ ଅପ୍‌ଲୋଡ଼ କରାଯାଇଥିବା ଅଭିଯୋଗ ଆଣି ନୋଟିସ୍‌ ପଠାଇଥିଲା ବିଏମସି। ଖାଲି ସେତିକି ରାତି ଅଧରେ ଓଟିଭି ଅଫିସ୍‌ ଆଗରେ କମିଶନେରେଟ ପୁଲିସ ଚକ୍କର କାଟିବା ସହ କର୍ତ୍ତୃପକ୍ଷଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ୍‌ ମଧ୍ୟ କରିଥିଲା। ଭାଇରାଲ ଅଡ଼ିଓଟିକୁ ଓଟିଭି ପକ୍ଷରୁ ମନ୍ଦ ଉଦ୍ଦଶ୍ୟ ରଖି ପ୍ରସ୍ତୁତ କରଯାଇଥିବା ବିଏମସି ଯେଉଁ ଅଭିଯୋଗ ଆଣିଥିଲା ଏବେ ଏହି ମାମଲାରେ ନୂଆ ଟୁଇଷ୍ଟ ଆସିଛି। କାରଣ ବିଶ୍ୱଜିତ୍‌ ତାଙ୍କ ଫେସ୍‌ବୁକ୍ ଆକାଣ୍ଟରେ ସେୟାର କରିଥିବା ବିଜେଡି-ନେତାମନ୍ତ୍ରୀଙ୍କ ଫଟୋ ସବୁ ସାମ୍ନାକୁ ଆସିବା ପରେ ଏବଂ ତାଙ୍କ ପ୍ରୋଫାଇଲରେ ସେ ଦର୍ଶାଇଥିବା ତଥ୍ୟରୁ ବିଶ୍ୱଜିତ୍‌ ଜଣେ ବିଜେଡିର ଦୃଢ଼ ସମର୍ଥକ ବୋଲି ସ୍ପଷ୍ଟ ହୋଇଛି।

ନିଜ ଫେସ୍‌ବୁକ୍‌ ପ୍ରୋଫାଇଲରେ ବିଶ୍ୱଜିତ୍‌ଙ୍କ ମତ ବ୍ୟକ୍ତିଗତ ନୁହଁ ବରଂ ଏହା ରାଜନୈତିକ(political views Bjd) ବୋଲି ଉଲ୍ଲେଖ ରହିଛି। ଅର୍ଥାତ ବିଶ୍ୱଜିତ ଯେଉଁ ମତ ରଖନ୍ତି ତାହା ବିଜେଡିର ବୋଲି କୁହାଯାଇପାରେ। ମୋଟାମୋଟି ଭାବରେ ବିଶ୍ୱଜିତ୍‌ ବିଜେଡି ମତବାଦରେ ବିଶ୍ୱାସ କରୁଥିବା ତାଙ୍କ ପ୍ରୋଫାଇଲରୁ ସ୍ପଷ୍ଟ ହୋଇ ଯାଉଥିବା ବେଳେ ଏବେ ଭାଇରାଲ ଅଡ଼ିଓକୁ ନେଇ ବିଜେଡି ଉପରକୁ ଅଙ୍ଗୁଳି ଉଠିଛି। ପ୍ରଶ୍ନ ଉଠୁଛି ଭାଇରାଲ ଅଡ଼ିଓ ପ୍ରସ୍ତୁତି ପାଇଁ ଓଟିଭିକୁ ବିଏମସି ଦାୟୀ କରୁଥିବା ବେଳେ ଏହା ପଛରେ ଯେ ଏକ ଯୋଜନାବଦ୍ଧ ଅପଚେଷ୍ଟା ନାହିଁ ତ ? ବିଜେଡିର କିଛି ପ୍ରଭାବଶାଳୀ ବିଶ୍ୱଜିତ୍‌ଙ୍କ ଅଡ଼ିଓ ଭାଇରାଲ ପଛରେ ନାହାନ୍ତି ତ ? ବିଶ୍ୱଜିତଙ୍କୁ ଏବେ ରିମାଣ୍ଡରେ ଆଣି ଏବେ ମାମଲାର ଛାନଭିନ୍‌ କରୁଥିବେ କମିଶନେରେଟ ପୁଲିସ ପାଖରେ ଏହି ବିଜେଡି ଲିଙ୍କ୍‌ର ଖବର ଅଛିତ ? ଯଦି ସାରା ମାମଲାକୁ ଏକ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଏମସି କହୁଛି ତେବେ ଏହି ମନ୍ଦ ଉଦ୍ଦେଶ୍ୟ ପଛରେ ବିଜେଡିର ହାତ ନାହିଁ ତ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story