ବିଜେପି ଓ କଂଗ୍ରେସକୁ ମିଳିଲେନି ପ୍ରାର୍ଥୀ!

କାମାକ୍ଷାନଗର(ବିଦ୍ୟାଧର ବରାଳ): ବିଜେପି ଓ କଂଗ୍ରେସକୁ ମିଳିଲେନି ପ୍ରାର୍ଥୀ! ଯେଉଁଥିପାଇଁ ଏହି ଦୁଇ ଜାତୀୟ ଦଳ ସବୁ ଆସନରେ ପ୍ରାର୍ଥୀ ଦେଇପାରିଲେ ନାହିଁ। ଏପରି ଚିତ୍ର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏସ୍‌ଏସିରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ବିଜେଡି ୧୪ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୪ଟି ୱାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୧୧ଟି ୱାର୍ଡ ପାଇଁ ପ୍ରାର୍ଥୀ ଦେଇଛି। ୧୫ ଟି ୱାର୍ଡକୁ ନେଇ ଗଠିତ କାମାକ୍ଷାନଗର ଏନ୍‌ଏସି। ପୌର ନିର୍ବାଚନ […]

BJP-and-Congress

BJP-and-Congress

Manoranjan Sial
  • Published: Monday, 07 March 2022
  • Updated: 07 March 2022, 08:54 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ବିଜେପି ଓ କଂଗ୍ରେସକୁ ମିଳିଲେନି ପ୍ରାର୍ଥୀ! ଯେଉଁଥିପାଇଁ ଏହି ଦୁଇ ଜାତୀୟ ଦଳ ସବୁ ଆସନରେ ପ୍ରାର୍ଥୀ ଦେଇପାରିଲେ ନାହିଁ। ଏପରି ଚିତ୍ର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏସ୍‌ଏସିରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ବିଜେଡି ୧୪ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୪ଟି ୱାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୧୧ଟି ୱାର୍ଡ ପାଇଁ ପ୍ରାର୍ଥୀ ଦେଇଛି।

୧୫ ଟି ୱାର୍ଡକୁ ନେଇ ଗଠିତ କାମାକ୍ଷାନଗର ଏନ୍‌ଏସି। ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ରୋଚକ ଚିତ୍ର ଦେଖିବାକୁ ମିଳିଛି। ମୋଟ୍‌ ୧୫ଟି ୱାର୍ଡ ମଧ୍ୟରୁ ବିଜେଡି ୧୪ଟି ୱାର୍ଡରେ ପ୍ରାର୍ଥୀ ପ୍ରଦାନ କରିଛି। ତେବେ ଅନ୍ୟ ଗୋଟିଏ ୱାର୍ଡରେ ସିଟ୍‌ ରିଜର୍ଭେସନକୁ ନେଇ କୌଣସି ଦଳ ପ୍ରାର୍ଥୀ ଦେଇନାହାନ୍ତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେଇପାରି ନାହାନ୍ତି।

କଂଗ୍ରେସ ୪ଟି ୱାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୧୧ଟି ୱାର୍ଡରେ ପ୍ରାର୍ଥୀ ଦେଇଛି। ବିଜେପି ୩ଟି ଓ କଂଗ୍ରେସ୍‌ ୧୦ଟି ୱାର୍ଡରେ ପ୍ରାର୍ଥୀ ଦେଇପାରି ନାହିଁ। ଦୁଇ ଜାତୀୟ ଦଳକୁ ପ୍ରାର୍ଥୀ ମିଳୁନଥିବା ନେଇ ନାନା କଳ୍ପନା ଜଳ୍ପଳା ଲାଗି ରହିଛି। ଏଥିପାଇଁ ଶାସକ ବିଜେଡି ଉପରେ ସବୁ ଦୋଷ ଲଦିଛନ୍ତି ବିଜେପି ଓ କଂଗ୍ରେସ।

ଚଳିତ ନିର୍ବାଚନରେ ନଗରପାଳ ପାଇଁ ବିଜେଡି ପକ୍ଷରୁ ଧର୍ମାନନ୍ଦ ପରିଡା, ବିଜେପିରୁ ରଞ୍ଜିତ ସାହୁ ଓ କଂଗ୍ରେସରୁ ସନ୍ତୋଷ ମହାରଣା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଗାମୀ ୨୪ ତାରିଖରେ ମୋଟ୍‌ ୧୫ଟି ୱାର୍ଡର ୧୩ ହଜାର ୩୭୧ ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story