ଚାକିରି ବିଜ୍ଞାପନକୁ ନେଇ ବିଜେଡି ସାଂସଦଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୁଁ କଥା ଦେଇପାରୁନି, କିନ୍ତୁ ନିଶ୍ଚିତ ଚେଷ୍ଟା କରିବି। ଯେଉଁ ପ୍ରବାସୀ ଶ୍ରମିକମାନେ ଚାକିରି ପାଇଁ ରାଜ୍ୟ ବାହାରକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମୁଁ ଏକ ଅଭିଯାନ ଆରମ୍ଭ କରିଛି।” ପ୍ରବାସୀଙ୍କୁ ଚାକିରି ଦେବା ପାଇଁ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍‌ କରି ଏମିତି ଲେଖିଛନ୍ତି। କରୋନା ମହାମାରୀ ବେଳେ ପ୍ରବାସୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ ବିଜେଡି ସାଂସଦଙ୍କ ଏପରି ପୋଷ୍ଟକୁ ସମାଲୋଚନ କରିଛି ବିଜେପି। […]

bjp

bjp

Manoranjan Sial
  • Published: Tuesday, 04 August 2020
  • Updated: 04 August 2020, 09:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୁଁ କଥା ଦେଇପାରୁନି, କିନ୍ତୁ ନିଶ୍ଚିତ ଚେଷ୍ଟା କରିବି। ଯେଉଁ ପ୍ରବାସୀ ଶ୍ରମିକମାନେ ଚାକିରି ପାଇଁ ରାଜ୍ୟ ବାହାରକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମୁଁ ଏକ ଅଭିଯାନ ଆରମ୍ଭ କରିଛି।” ପ୍ରବାସୀଙ୍କୁ ଚାକିରି ଦେବା ପାଇଁ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍‌ କରି ଏମିତି ଲେଖିଛନ୍ତି।

କରୋନା ମହାମାରୀ ବେଳେ ପ୍ରବାସୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ ବିଜେଡି ସାଂସଦଙ୍କ ଏପରି ପୋଷ୍ଟକୁ ସମାଲୋଚନ କରିଛି ବିଜେପି।

ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି-“ଦୀର୍ଘ ୨୦ ବର୍ଷ ଧରି ଶାସନ ପରେ ରାଜ୍ୟ ସରକାର ଶ୍ରମିକମାନଙ୍କୁ କାମ ଯୋଗାଇ ପାରିଲେ ନାହିଁ। ଯାହାଫଳରେ ସେମାନେ କମ୍‌ ଦରମାରେ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି। ଆଉ ଏବେ ଏକ ନୂଆ ଭେଳିକି ଦେଖାଇ ବିଜେଡି ସାଂସଦ ଚାକିରି ଦେବା ଅଭିଯାନ ଆରମ୍ଭ କରିବା କହି ଓଡ଼ିଶାବାସୀଙ୍କୁ ପୁଣିଥରେ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି।”

ଶ୍ରୀ ମହାପାତ୍ର କହିଛନ୍ତି-“ରାଜ୍ୟ ବାହାରେ ପାଖାପାଖି ୧୦ ଲକ୍ଷରୁ ଅଧିକ ଓଡ଼ିଆ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। କରୋନା ମହାମାରୀ ସମୟରେ ବିଭିନ୍ନ ସଂସ୍ଥା ବନ୍ଦ ହୋଇଥିବାରୁ ସେମାନେ ଏବେ ନିଜ ନିଜ ଗାଁକୁ ଫେରିଆସିଛନ୍ତି। ଯଦି ରାଜ୍ୟ ସରକାର ପ୍ରବାସୀଙ୍କୁ ରୋଜଗାର ଦେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ତେବେ ପ୍ରଥମେ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କର ଦକ୍ଷତା ମ୍ୟାପିଂ କରିବା କଥା। ପ୍ରବାସୀଙ୍କର ଚାକିରି କରୁଥିବା ସ୍ଥାନ, କେଉଁ ବିଭାଗ, କେଉଁ ପଦବୀ, କେତେ ଦରମା ଓ କେତେ ବର୍ଷର ଅଭିଜ୍ଞତା ଆଦିର ଏକ ତାଲିକା ପ୍ରସ୍ତୁତ କରି ଦକ୍ଷତା ଅନୁଯାୟୀ ନିଜ ରାଜ୍ୟରେ ସରକାର ସେମାନଙ୍କୁ ନିଯୁକ୍ତି ଦିଅନ୍ତୁ। ମାନ୍ୟବର ସୁପ୍ରିମକୋର୍ଟ ପ୍ରବାସୀଙ୍କର ଦକ୍ଷତା ମ୍ୟାପିଂ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏହାକୁ ଲାଗୁ କରିନାହାଁନ୍ତି।”

ସେ ଆହୁରି କହିଛନ୍ତି-“ଚଳିତବର୍ଷ ଜାନୁଆରୀ ୧୫ ତାରିଖରେ ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷା ଓ ସହାୟତା ପାଇଁ ରାଜ୍ୟ ସରକାର ୫୦୦ ଶହ ଟଙ୍କାର କର୍ପସ ପାଣ୍ଠି ଗଠନ କରିଛନ୍ତି। ଏଥିରେ ରାଜ୍ୟ ସରକାର ୧୧ଟି ଜିଲ୍ଲାକୁ ସାମିଲ କରିଥିଲେ ମଧ୍ୟ ଅନେକ ଜିଲ୍ଲାରେ ଏର୍ଯ୍ୟନ୍ତ ଏହାକୁ ଲାଗୁ କରାଯାଇ ନାହିଁ। ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ପ୍ରତି ପଞ୍ଚାୟତରେ ଶ୍ରମିକ ମିତ୍ର ନିଯୁକ୍ତ କରାଯିବା କଥା କୁହାଯାଇଥିଲା। କିନ୍ତୁ ତାହା ହୋଇନାହିଁ। ଏବେ ବିଜେଡି ସାଂସଦ ୩ଟି ଜିଲ୍ଲାର ୨୦୦ ପ୍ରବାସୀ ଶ୍ରମିକଙ୍କୁ ଏକ ଘରୋଇ କଂପାନୀରେ ରୋଜଗାର ଦେବା କଥା କହି କେବଳ ବାହା ବାହା ନେବାକୁ ବସିଛନ୍ତି। ସେଥିରେ ପୁଣି ବିଜେଡି ଆଇଟି କୋଡିନେଟରଙ୍କ ସହ ଯୋଗାଯୋଗ କରିବା ପାଇଁ ଅମର ବାବୁ କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ, ବିଜେଡି ସମର୍ଥିତ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରାଧାନ୍ୟ ଦିଆଯିବ। ଗରିବ ଓଡ଼ିଆମାନଙ୍କୁ କାହିଁକି ବୋକା ବନେଇବା ପାଇଁ ଚେଷ୍ଟା କରୁଛନ୍ତି ଅମର ବାବୁ? ଅମର ବାବୁଙ୍କ ଦଳର ସରକାର ରାଜ୍ୟରେ ଅଛି। ସେ ସରକାରଙ୍କୁ କୁହନ୍ତୁ ସଂପୂର୍ଣ୍ଣ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ଯୋଗାଇ ଦେବେ। ଅମରବାବୁଙ୍କ ସରକାର ୨୦ ବର୍ଷ ଧରି ଚାକିରି ଓ ରୋଜଗାର ସୃଷ୍ଟି କରିପାରିଲେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story