‘ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ଦାବି କଲା ବିଜେପି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗିରଫ ଦାବି କରିଛନ୍ତି।  ଦଳୀୟ କାଯର୍ୟାନୁଷ୍ଠାନ କଲେ ଚଳିବନି। ଆଇନଗତ କାର୍ଯ୍ୟାନୁଷ୍ଠାନ ଦରକାର। ଗିରଫ ନହେଲେ ମଙ୍ଗଳବାର ଏସ୍ପି ଅଫିସ ଘେରାଉ କରିବ SC ମୋର୍ଚ୍ଚା। ଦରକାର ପଡ଼ିଲେ ରାଜ୍ୟ ଓ କେନ୍ଦ୍ରୀୟ ଅନୁସୂଚିତ ଜାତି କମିଶନରେ ଫେରାଦ ହେବ। ୨ ଦଳିତଙ୍କୁ ଜାତିଆଣ ଆକ୍ଷେପ କରି ଆକ୍ରମଣକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି। ବିଶୃଙ୍ଖଳିତ […]

790-2

790-2

Tapas Behera
  • Published: Thursday, 09 September 2021
  • Updated: 09 September 2021, 04:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ଦାବି କଲା ବିଜେପି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗିରଫ ଦାବି କରିଛନ୍ତି।  ଦଳୀୟ କାଯର୍ୟାନୁଷ୍ଠାନ କଲେ ଚଳିବନି। ଆଇନଗତ କାର୍ଯ୍ୟାନୁଷ୍ଠାନ ଦରକାର। ଗିରଫ ନହେଲେ ମଙ୍ଗଳବାର ଏସ୍ପି ଅଫିସ ଘେରାଉ କରିବ SC ମୋର୍ଚ୍ଚା। ଦରକାର ପଡ଼ିଲେ ରାଜ୍ୟ ଓ କେନ୍ଦ୍ରୀୟ ଅନୁସୂଚିତ ଜାତି କମିଶନରେ ଫେରାଦ ହେବ। ୨ ଦଳିତଙ୍କୁ ଜାତିଆଣ ଆକ୍ଷେପ କରି ଆକ୍ରମଣକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି।

ବିଶୃଙ୍ଖଳିତ ଆଚରଣ ପାଇଁ ଗତକାଲି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ସେହିପରି ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପକ୍ଷରୁ ବରଖାସ୍ତ କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିବା ବିଧାୟକଙ୍କ ପାଇଁ ମହଙ୍ଗା ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୨୦୧୪ରୁ ବିଜେଡି ଟିକେଟରେ ବିଧାୟକ ହେବାପରେ ଶ୍ରୀ ଜଗଦେବ ବିଭିନ୍ନ ସମୟରେ  ନିଜର ଦବଙ୍ଗଗିରି ଦେଖାଇ ବିବାଦରେ ରହିଆସିଛନ୍ତି। କେଉଁଠି ସରକାରୀ ଅଧିକାରୀଙ୍କୁ ମାଡ଼ ତ କେଉଁଠି ଉଠାଦେକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାର ନଜିର ରହିଛି। ଗତକାଲି  ବାଲୁଗାଁ ଏନ୍ଏସି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବିଧାୟକ ଜଗଦ୍ଦେବ ଦିନ ପ୍ରାୟ ୧୧ଟାରେ ପହଞ୍ଚିଥିଲେ। ସ୍ଥାନୀୟ ବିଜେପିର ନଗର ମଣ୍ତଳ ସଭାପତି ନିରଞ୍ଜନ ସେଠୀଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ବିଧାୟକଙ୍କ ଯୋଗଦାନକୁ ବିରୋଧ କରିଥିଲେ। ବିଧାୟକଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ଯିବାକୁ ଦେଇନଥିଲେ। ଏହାକୁ ନେଇ ବିଧାୟକ ଓ ନିରଞ୍ଜନ ସେଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଧାୟକ ତାଙ୍କୁ ମାଡ଼ ମାରିଥିଲେ।

ଏହି ଘଟଣାରେ ନିରଞ୍ଜନ ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ବିଧାୟକ ତାଙ୍କୁ ମୁଥ ମାରିବା ସହ ବିଧାଗୋଇଠା ମାରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଥାନା ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ନିରଞ୍ଜନ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ସେ ବାଲୁଗାଁ ଏନ୍ଏସିର ୧୧ଟି ୱାର୍ଡର ଡ୍ରେନେଜ୍ ସମସ୍ୟା ନେଇ ଦାବିପତ୍ର ଦେବାକୁ ଯାଇଥିଲେ। ତେବେ ନିର୍ବାହୀ ଅଧିକାରୀ ବିଧାୟକ ଆସୁଥିବା ସୂଚନା ଦେଇ ଫାଟକ ବାହାରେ ଅପେକ୍ଷା କରିବାକୁ କହିଥିଲେ। ଏହି ସମୟରେ ବିଧାୟକ ତାଙ୍କୁ ଦେଖି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କୁ ମୁଥ ମାରିଥିଲେ। ଏଥିରେ ସେ ତଳେ ପଡ଼ିଯିବାରୁ ବିଧାୟକ ଓ ତାଙ୍କ ସମର୍ଥକମାନେ ତାଙ୍କୁ ବିଧାଗୋଇଠା ମାରି ଚାଲିଥିଲେ। ପରେ ତାଙ୍କୁ ତାଙ୍କର ଦଳର କର୍ମୀମାନେ ଉଦ୍ଧାର କରିଥିଲେ।

୨୦୧୬ରେ ବେଗୁନିଆ ବିଧାୟକ ଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ଼ ତହସିଲଦାର ନିହାରିକା ନାୟକଙ୍କୁ ମାଡ଼ ମାରି ଚର୍ଚ୍ଚାରେ ଥିଲେ।  ସେ ସମୟରେ ବୋଲଗଡ଼ ତହସିଲର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ସେହିପରି ବେଗୁନିଆର ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁଙ୍କୁ ସର୍ବ ସାଧାରଣରେ ଧମକାଇବା ଭଳି ତାଙ୍କ ନାମରେ ଅଭିଯୋଗ ଆସିଥିଲା ଏନେଇ ନବକିଶୋର ବେଗୁନିଆ ଥାନାରେ ଏତଲା ଦେଇଥିଲେ। ବିଧାୟକଙ୍କ ବିରୋଧରେ ଏମିତି ଅପରାଧିକ ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ଲୋକଙ୍କୁ ମାଡ଼ ମାରିବା, ଧମକଚମକ ଦେବା ଓ ଗାଳିଗୁଲଜ କରିବା ଭଳି ଅଭିଯୋଗ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ରହିଛି। ସେହିପରି ମନମୁଣ୍ଡାରେ ଜଣେ ବିଜେପି କର୍ମୀଙ୍କୁ ମାଡ଼, ଭୁବନେଶ୍ୱରରେ ଉଠା ଦୋକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ଭଳି ଅନେକ ଘଟଣାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ସରକାରୀ ଅଧିକାରୀ ବି ତାଙ୍କ ଦାଦାଗିରିରୁ ବର୍ତ୍ତି ନାହାନ୍ତି। ବୋଲଗଡ଼ ତଦସିଲଦାରଙ୍କୁ ମାଡ଼ ହେଉ କି ପୁରୀ ମନ୍ଦିରରେ ଏସପିଙ୍କୁ ଗାଳି, ସର୍ବସାଧାରଣ ସ୍ଥାନରେ ଅନେକ ବାର ତାଙ୍କ ଔଦ୍ଧତ୍ୟ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story