ଲେଖାଶ୍ରୀ ବିଜେପି ଛାଡିବା ପ୍ରସଙ୍ଗରେ କଣ କହିଲେ ଗୋଲକ ?

  • Published: Monday, 08 April 2024
  • , Updated: 08 April 2024, 04:58 PM IST

ଲେଖାଶ୍ରୀ ସାମନ୍ତସିଂହାର ବିଜେପି ଛାଡିବା ପ୍ରସଙ୍ଗରେ ସଫେଇ ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ଆମର ଲକ୍ଷ୍ୟ ଟିକେଟ ନୁହେଁ, ଆମର ଲକ୍ଷ୍ୟ ଦେଶର ସେବା କରିବା। ଯେଉଁ ମାନେ ଦଳ ଛାଡିଲେ ସ୍ୱାର୍ଥ କଥା ଚିନ୍ତା କରିପାରନ୍ତି ବୋଲି କହିଛନ୍ତି ଗୋଲକ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Related story