BMC ଅଫିସରେ ଉଡିଲା ବିଜେପି ପତାକା

  • Published: Tuesday, 25 July 2023
  • , Updated: 25 July 2023, 05:52 PM IST

ଭୁବନେଶ୍ବରରେ ଡେଙ୍ଗୁ ସ୍ଥିତି ବେକାବୁ ନେଇ ବିଜେପିର ବିକ୍ଷୋଭ। ଭୁବନେଶ୍ବର ବିଜେପି ପକ୍ଷରୁ ବିଏମସି ଅଫିସ ଘେରାଉ କରାଯାଇଛି। ହାତରେ ମଶାରୀ ଧରି ପ୍ରତିବାଦ କରିଛନ୍ତି ବିଜେପି କର୍ମୀ। ଡେଙ୍ଗୁ ନିୟନ୍ତ୍ରଣରେ ବିଏମସିର ବିଫଳତାକୁ ଦାୟୀ କରି ମେୟରଙ୍କ ଇସ୍ତଫା ଦାବି କରିଛି ବିଜେପି ।

Related story