‘କିଛି ରାଜ୍ୟରେ ଦଲାଲ ପ୍ରାୟୋଜିତ ଆନ୍ଦୋଳନ ଚାଲିଛି ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ କୃଷି ଆଇନ ଦ୍ୱାରା ଦଲାଲମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ କିଛି ରାଜ୍ୟରେ ଦଲାଲଙ୍କ ଦ୍ୱାରା ପ୍ରାୟୋଜିତ ଏହି ଆନ୍ଦୋଳନ ଚାଲିଛି। କେବଳ ସ୍ଥିତି ବଞ୍ଚାଇବାକୁ କେତେକ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜନୈତିକ ନ୍ୟସ୍ତ ସ୍ୱାର୍ଥ ଗୋଷୀ। ମୋଦିଙ୍କ ବ୍ୟାପକ କୃଷକ କଲ୍ୟାଣ ଯୋଜନା ସତ୍ତ୍ୱେ ସେମାନେ କେବଳ ମୋଦିଙ୍କୁ ବିରୋଧ କରୁଛନ୍ତି।  ଚାଷୀମାନେ ଆନ୍ଦୋଳନକୁ କାହାକୁ ଡାକି ନ ଥିଲେ, ସେମାନେ ଜବରଦସ୍ତି ଲମ୍ଫ ପ୍ରଦାନ କରି ଆସିଛନ୍ତି ବୋଲି […]

samir

samir

Niharika Rout
  • Published: Tuesday, 08 December 2020
  • Updated: 08 December 2020, 12:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ କୃଷି ଆଇନ ଦ୍ୱାରା ଦଲାଲମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ କିଛି ରାଜ୍ୟରେ ଦଲାଲଙ୍କ ଦ୍ୱାରା ପ୍ରାୟୋଜିତ ଏହି ଆନ୍ଦୋଳନ ଚାଲିଛି। କେବଳ ସ୍ଥିତି ବଞ୍ଚାଇବାକୁ କେତେକ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜନୈତିକ ନ୍ୟସ୍ତ ସ୍ୱାର୍ଥ ଗୋଷୀ। ମୋଦିଙ୍କ ବ୍ୟାପକ କୃଷକ କଲ୍ୟାଣ ଯୋଜନା ସତ୍ତ୍ୱେ ସେମାନେ କେବଳ ମୋଦିଙ୍କୁ ବିରୋଧ କରୁଛନ୍ତି।  ଚାଷୀମାନେ ଆନ୍ଦୋଳନକୁ କାହାକୁ ଡାକି ନ ଥିଲେ, ସେମାନେ ଜବରଦସ୍ତି ଲମ୍ଫ ପ୍ରଦାନ କରି ଆସିଛନ୍ତି ବୋଲି କହିଛନ୍ତି BJP ସଭାପତି ସମୀର ମହାନ୍ତି ଚାଷୀ ।

ଆଜି ଏକ ପ୍ରେସ୍‌ ମିଟ୍‌ରେ BJP ସଭାପତି କହିଛନ୍ତି,  ଦେଶର ଚାଷୀଙ୍କ ପାଇଁ ୭୦ ବର୍ଷ ହେଲା ଯାହା ହୋଇପାରିନଥିଲା, ଗତ ୬ ବର୍ଷରେ ତାହା ହୋଇପାରିଛି। ଚାଷୀଙ୍କ ସ୍ୱାର୍ଥକୁ ପ୍ରଧାନମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି।  ନୂଆ କୃଷି ଆଇନରେ MSP ଉଚ୍ଛେଦ ହୋଇନି।  ଫସଲର ସର୍ବାଧିକ ମୂଲ୍ୟ ଚାଷୀ କିଭଳି ପାଇବେ ସେନେଇ ବ୍ୟବସ୍ଥା ହୋଇଛି।

ଓଡ଼ିଶାରେ ୩୫୦୦ ମଣ୍ଡିରେ ଚାଷୀ କିପରି MSP ପାଇବେ ତାହା ଦେଖିବୁ।  ପ୍ରତି ମଣ୍ଡିରେ ଚାଷୀଙ୍କୁ MSP ମିଳିବା ନେଇ କୃଷକ ମୋର୍ଚ୍ଚା କାର୍ଯ୍ୟ କରିବ।

ସମୀର ମହାନ୍ତି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ମୋଦି ଶାସନ କାଳରେ ଦେଶରେ କୃଷକଙ୍କ ବିକାଶକୁ ପ୍ରାଥମିକତା ଦିଆଯାଇଛି। ଜନଧନ ଖାତାଠୁ ଆରମ୍ଭ କରି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଛି। ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଉଛି। କିଷାନ କ୍ରେଡିଟ କାର୍ଡ ମିଳିଛି। ଶୌଚାଳୟ, ଗ୍ୟାସ ପାଇ ସେମାନେଉପକୃତ ହୋଇଛନ୍ତି।

ଚାଷୀଙ୍କୁ ଜାତୀୟ କୃଷି ବଜାର ସୁବିଧା ମିଳିଛି। ବିଦ୍ୟୁତ୍‌, ପାଣି ସୁବିଧା ଚାଷୀଙ୍କ ପାଖରେ ପହଞ୍ଚାଯାଇଛି। ହେଲଥ୍‌ କାର୍ଡ ପହଞ୍ଚାଯାଇଛି। କିଷାନ ଟ୍ରେନ ଚାଲିଛି। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମାରେ ଚାଷୀ ବିଶେଷ ଭାବେ ଉପକୃତ ହେଉଛନ୍ତି। କିନ୍ତୁ ଓଡ଼ିଶାରେ ଏହା ଲାଗୁ କରାଯାଇନାହିଁ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨୦୨୨ ସୁଦ୍ଧ ସମସ୍ତେ ପକ୍କା ଘର ପାଇବେ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା , ପେନସନ ଯୋଜନା ଲାଗୁ ହୋଇଛି। ୬୦ ବର୍ଷ ପରେ ୩ ହଜାର ଟଙ୍କା ଲେଖା ପେନ୍‌ସନ ପାଇବେ କୃଷକ।

ନୂଆ ଆଇନ୍‌ ଦ୍ୱାରା ଚାଷୀମାନେ ଖୋଲା ବଜାରରେ ସେମାନଙ୍କ ଜିନିଷ ବିକ୍ରି କରି  ସର୍ବାଧିକ ଲାଭ ପାଇପାରିବେ। ମଣ୍ଡିରେ ବିକ୍ରି କରିବାକୁ ସେମାନେ ବାଧ୍ୟ ନୁହେଁ। ଏହାସତ୍ତ୍ୱେ ହେଉଥିବା  ଆନ୍ଦୋଳନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମୀର ମହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story