24 ଘଣ୍ଟାରେ ବିଜେପି ଫେରାଇବ ଚିଟଫଣ୍ଡ ଟଙ୍କା !

ଚିଟଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେବା ପରେ ପୁଣି ତାଜା ହୋଇଛି ଏହି ପ୍ରସଙ୍ଗ । 

Manoj Swain
  • Published: Friday, 05 January 2024
  • Updated: 05 January 2024, 01:03 PM IST

Sports

Latest News

ଏଥର ନିର୍ବାଚନରେ ସରକାରଙ୍କୁ ଘାଇଲା କରିବ ଚିଟଫଣ୍ଡ ଭୂତ। ଆଉ ଛାଡିବେନି ଜମାକାରୀ । ସରକାରଙ୍କୁ ମାଗିବେ ଜବାବ। ତାତିଲେଣି କ୍ଷତିଗ୍ରସ୍ତ, ପ୍ରମୁଖ ମୁଦ୍ଦା କରିବାକୁ ପ୍ରସ୍ତୁତ ବିରୋଧୀ । ଖାଲି ପ୍ରସଙ୍ଗ ନୁହେଁ କ୍ଷମତାକୁ ଆସିଲେ ୨୪ ଘଣ୍ଟା ଭିତରେ ଟଙ୍କା ଫେରାଇବାକୁ ବି ବିଜେପିର ପ୍ରତିଶ୍ରୁତି । ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟର ପ୍ରାୟ ୭୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ । ଯାହାକୁ ନେଇ ଅଡୁଆରେ ରାଜ୍ୟ ସରକାର। ଚିଟଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେବା ପରେ ପୁଣି ତାଜା ହୋଇଛି ଏହି ପ୍ରସଙ୍ଗ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos