ଓଡ଼ିଶା ଦଖଲ ପାଇଁ ବିଜେପିର ରୋଡ ମ୍ୟାପ

ଗତକାଲି ଅର୍ଥାତ ଶନିବାର ଦିନ ପଦାଧିକାରୀ ଓ ଜିଲ୍ଲା ସଭାପତି ବୈଠକ ହେବାକୁ ଥିବାବେଳେ, ରବିବାର ଦିନ ସଂଯୁକ୍ତ ମୋର୍ଚ୍ଚା ବୈଠକ ବସିବା ନେଇ ବିଜୟପାଲ ସିଂ ତୋମାର ସୂଚନା ଦେଇଛନ୍ତି।

Manoj Swain
  • Published: Friday, 29 December 2023
  • Updated: 29 December 2023, 04:29 PM IST

Sports

Latest News

ଓଡ଼ିଶା ଦଖଲ ପାଇଁ ବିଜେପିର ରୋଡ ମ୍ୟାପ । ଆଜି ବିଜେପିର ସମନ୍ୱୟ ବୈଠକରେ ଯୋଗଦେବା ପାଇଁ ଭୁବନେଶ୍ବରରେ ୩ କେନ୍ଦ୍ରୀୟ ନେତା । ଦିଲ୍ଲୀରେ ପ୍ରସ୍ତୁତ ରୋଡମ୍ୟାପ କାର୍ଯ୍ୟକାରୀ ପାଇଁ ପହଞ୍ଚିଲେ କେନ୍ଦ୍ର ନେତୃବୃନ୍ଦ । ଓଡ଼ିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ, ପ୍ରଭାରୀ ସୁନୀଲ ବଂଶଲ ଓ ସହପ୍ରଭାରୀ ବିଜୟପାଲ ସିଂ ତୋମାର। ସେହିଭଳି ଗତକାଲି ଅର୍ଥାତ ଶନିବାର ଦିନ ପଦାଧିକାରୀ ଓ ଜିଲ୍ଲା ସଭାପତି ବୈଠକ ହେବାକୁ ଥିବାବେଳେ, ରବିବାର ଦିନ ସଂଯୁକ୍ତ ମୋର୍ଚ୍ଚା ବୈଠକ ବସିବା ନେଇ ବିଜୟପାଲ ସିଂ ତୋମାର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos