ବିଜେପି ମାରିବ ବାଜି

ଲୋକସଭା ଭଳି ବିଧାନସଭା ନିର୍ବାଚନରେ ୧ ନମ୍ବର ହେବ ବିଜେପି।

Jitendra Garnayak
  • Published: Saturday, 16 December 2023
  • Updated: 16 December 2023, 07:26 PM IST

Sports

Latest News

ଲୋକସଭା ନିର୍ବାଚନରେ ଓଡ଼ିଶାରେ ୧୫ଟି ଆସନ ଜିତିବ ବିଜେପି। ବିଧାନସଭା ନିର୍ବାଚନରେ ବି ସେହି ଅନୁପାତରେ ଜିତିବ। ଏଥର ଓଡ଼ିଶାରେ ବିଜେପି ବଡ଼ ପାର୍ଟି ହେବ। ଦଳ ଏକ ନମ୍ବର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। 
 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos