ବିଜେପି ମାରିବ ବାଜି

  • Published: Saturday, 16 December 2023
  • , Updated: 16 December 2023, 07:26 PM IST

ଲୋକସଭା ନିର୍ବାଚନରେ ଓଡ଼ିଶାରେ ୧୫ଟି ଆସନ ଜିତିବ ବିଜେପି। ବିଧାନସଭା ନିର୍ବାଚନରେ ବି ସେହି ଅନୁପାତରେ ଜିତିବ। ଏଥର ଓଡ଼ିଶାରେ ବିଜେପି ବଡ଼ ପାର୍ଟି ହେବ। ଦଳ ଏକ ନମ୍ବର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। 
 

Related story