‘ଓଡ଼ିଶାରେ ବିଜେପି ସରକାର ଗଢ଼ିବ’

  • Published: Friday, 24 May 2024
  • , Updated: 24 May 2024, 11:33 AM IST

ବିଜେପି କାହିଁକି କହୁଛି 75 ପାର ବୋଲି ? ବିଜେଡି ଭଳି କାହିଁକି ବିଜେପି ଦାବି କରୁନି 100 ପାର ବୋଲି। ଗତଥର ଦଳ ଦାବି କରୁଥିଲା 120 ପ୍ଲସ ଆସନ ବୋଲି । ହେଲେ ଏଥର 75 ପାର କରିବ ବୋଲି କହୁଛି ଦଳ। ଆଉ ଦଳ ମଧ୍ୟ ପ୍ରାୟ 80 ଆସନ ଉପରେ ଅଧିକ ଫୋକସ କରିଥିବା କୁହାଯାଉଛି । ରାଜ୍ୟରେ ପ୍ରାୟ ସବୁ ଲୋକସଭା କ୍ଷେତ୍ରରେ ପ୍ରଧାମନ୍ତ୍ରୀଙ୍କ ବିଶାଳ ସଭା ହେଉ ବା ରୋଡ ସୋ କରୁଛି ଦଳ। ଆଗକୁ ବାକି ଥିବା ଲୋକସଭା କ୍ଷେତ୍ରରେ ମଧ୍ୟ ଦଳ ଏହା କରିବାକୁ ଲକ୍ଷ୍ୟ ରଖିଛି। ଦେଖନ୍ତୁ ପୂରା ରିପୋର୍ଟ। 

Related story