କହୁକହୁ କହିଦେଲି: ରାଜନୀତି ନାମେ କି ପଶାଖେଳ...

ବିଜେଡି ବନ୍ଦକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଥମୁନି। କେହି ମଧ୍ୟ ଏ ହରତାଳକୁ ସହଜରେ ଗ୍ରହଣ କରୁନାହାଁନ୍ତି। କିଏ କହୁଛି ଗୁଣ୍ଡାଗିରି ତ କିଏ କହୁଛି ପ୍ରାୟୋଜିତ। କିଏ କହୁଛି ଭଲ ହେଲା ତ କିଏ କହୁଛି ଖରାପ। ଏହାକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ପଢ଼ନ୍ତୁ ଓ ଦେଖନ୍ତୁ ଯୁବ କାଟୁର୍ନିଷ୍ଟ ସ୍ୱସ୍ତିକଙ୍କ ଏହି ଆଇଟମ୍।

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 07:54 PM IST

Related story