ଜଗତସିଂହପୁରରେ ହେବ ମହାସଂଗ୍ରାମ: ଅଡ଼ୁଆରେ ବିଜେଡି

ଚିରଞ୍ଜୀବଙ୍କ ପାଇଁ ବିଜେଡି ଏବେ ଅଡୁଆରେ ବୋଲି ଚର୍ଚ୍ଚା ହେଉଛି।

Manoj Swain
  • Published: Tuesday, 02 April 2024
  • Updated: 02 April 2024, 01:41 PM IST

Sports

Latest News

ଏମିତି ତ ଜଗତସିଂହପୁରରେ ଫାଟ ଥିଲା ପ୍ରବଳ। ସବୁ ଥିଲେ ଅସମ୍ଭାଳ। ସମସ୍ତେ ଚାହୁଁଛନ୍ତି କେମିତି ଖଣ୍ଡେ ଟିକେଟ୍ ପାଇବେ। ଆଉ ଏହାସହ ଯୋଡ଼ି ହୋଇଗଲେ ଚିରଞ୍ଜୀବ ବିଶ୍ବାଳ। ଚିରଞ୍ଜୀବଙ୍କ ପାଇଁ ବିଜେଡି ଏବେ ଅଡୁଆରେ ବୋଲି ଚର୍ଚ୍ଚା ହେଉଛି। କାରଣ, ଯଦି ଜଗତସିଂହପୁର ଆସନ ଚିରଞ୍ଜୀବଙ୍କୁ ଦେବେ ତେବେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କର କଣ ହେବ। ସେହିପରି ଏହି ଆସନରୁ ବର୍ତ୍ତମାନ ବିଧାୟକ ଥିବା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କର କଣ ହେବ। ତାଙ୍କୁ କେଉଁଠି ଆଡଜଷ୍ଟ କରିବ ଦଳ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos