ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବାଡ଼ାବାଡ଼ି

  • Published: Sunday, 18 February 2024
  • , Updated: 18 February 2024, 03:20 PM IST

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆର୍ତ୍ତୁଂ ପଞ୍ଚାୟତରେ ଚାଲିଥିଲା ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର। ଏହି ସଭାରେ ସ୍ଥାନୀୟ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବ୍ଲକ ଅଧ୍ୟକ୍ଷ ଏବଂ ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ଏକ ପୁସ୍ତକ ମଧ୍ୟ ବଣ୍ଟନ କରିଥିଲେ। ହେଲେ ସଭା ସରୁ ସରୁ 4ନଂ ଓ୍ବାର୍ଡର ଓ୍ବାର୍ଡସଭ୍ୟ ଗୌରାଙ୍ଗ ବେହେରା ପହଞ୍ଚିଯାଇଥିଲେ । ଦେଖନ୍ତୁ ପୂରା ରିପୋର୍ଟ । 

Related story