ଶାସକ ଦଳ ପାଇଁ ଓକିଲାତି କଲେ ଦାମ ! ଅପରାଜିତାଙ୍କୁ ଦେଲେ ଦିଲ୍ଲୀ ଉଦାହରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଜଳ ନିଷ୍କାସନକୁ ନେଇ ଜୋରଧରିଛି ରାଜନୀତି। ଟ୍ୱିଟ୍‌ ୱାର ସାଙ୍ଗକୁ କ୍ୟାମେରା ସାମ୍ନାରେ ଚାଲିଛି ଆକ୍ଷେପ-ପ୍ରତିଆକ୍ଷେପ। ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ରାଜଧାନୀ ଉବୁଟୁବୁ ହୋଇଥିବା ବେଳେ ଜଳବନ୍ଦୀ ଚିତ୍ର ଉଠାଇ ବିଜେଡିକୁ ଟାର୍ଗେକରି କରିଥିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍କୀ। ତାଙ୍କ ଟ୍ୱିଟର ଆକାଉଣ୍ଟରେ କିଛି ଫଟୋ ସେୟାର କରି ଶାସକ ଦଳକୁ କଟାକ୍ଷ କରିଥିଲେ। କହିଥିଲେ ଇଏ ହେଉଛି ୨୧ ବର୍ଷ ଶାସନକ କାଳର […]

6hl

6hl

Tapas Behera
  • Published: Tuesday, 14 September 2021
  • Updated: 14 September 2021, 04:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଜଳ ନିଷ୍କାସନକୁ ନେଇ ଜୋରଧରିଛି ରାଜନୀତି। ଟ୍ୱିଟ୍‌ ୱାର ସାଙ୍ଗକୁ କ୍ୟାମେରା ସାମ୍ନାରେ ଚାଲିଛି ଆକ୍ଷେପ-ପ୍ରତିଆକ୍ଷେପ। ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ରାଜଧାନୀ ଉବୁଟୁବୁ ହୋଇଥିବା ବେଳେ ଜଳବନ୍ଦୀ ଚିତ୍ର ଉଠାଇ ବିଜେଡିକୁ ଟାର୍ଗେକରି କରିଥିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍କୀ। ତାଙ୍କ ଟ୍ୱିଟର ଆକାଉଣ୍ଟରେ କିଛି ଫଟୋ ସେୟାର କରି ଶାସକ ଦଳକୁ କଟାକ୍ଷ କରିଥିଲେ। କହିଥିଲେ ଇଏ ହେଉଛି ୨୧ ବର୍ଷ ଶାସନକ କାଳର ଚିତ୍ର। ତେବେ ସ୍ମାର୍ଟ ସିଟିର ନଗ୍ନ ଚିତ୍ରକୁ ଦେଖାଇଇ ଅପରାଜିତା ବିଜେଡି ସରକାରକୁ ଆକ୍ରମଣ କରିଥିବା ବେଳେ ତାଙ୍କୁ ଜବାବ ଦେଇଥିଲେ ବିଜେଡି ସାଧାରଣ ସମ୍ପାଦକ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଖାଲି ସେତିକି ନୁହେଁ ଶ୍ରୀମୟୀ ମିଶ୍ରଙ୍କ ସହ ସ୍ୱର ମିଳାଇଛନ୍ତି ବିଜେଡିରୁ ବିଦା ହୋଇଥିବା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ୍। ଏନେଇ ଦାମ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ସମାଲୋଚନାମୂଳକ ପୋଷ୍ଟ କରିଛନ୍ତି। ସେଥିର ସେ ଲେଖିଛନ୍ତି ଯେ, ଲଘୁଚାପ ଜନିତ ଭୀଷଣ ଲଗାଣ ବର୍ଷା ଦ୍ୱାରା ଭୁବନେଶ୍ୱରରେ ସାମୟିକ ଭାବେ କିଛି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟାକୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ।

୨୧ ବର୍ଷ ବିଜେଡି ଶାସନରେ ୪ ବର୍ଷ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିଲେ ନିଜେ ଅପରାଜିତା l ସେକଥା ଭୁଲିବା ଉଚିତ ନୁହେଁ l ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ଷାଜନିତ ସମସ୍ୟାକୁ ନେଇ ସମାଲୋଚନା କରୁଥୁବା ସାଂସଦ ଅପରାଜିତା ଉତ୍ତର ଦେବେ କି? ଦେଶର ରାଜଧାନୀ ଦିଲ୍ଲୀ ବିମାନ ବନ୍ଦର ବର୍ଷା ପାଣିରେ ଉବୁଟୁବୁ ହେଲାବେଳେ ବିଜେପି ଦଳ କ’ଣ କରୁଛି ? ଦୀର୍ଘବର୍ଷ ଗୁଜୁରାଟରେ ବିଜେପି ଶାସନ ସତ୍ତ୍ୱେ କିଛି ଘଣ୍ଟା ବର୍ଷାରେ ଅହମ୍ମଦାବାଦ ସହର ପାଣିରେ ବୁଡ଼ୁଛି। ଜାମନଗରରେ ସରକାରୀ କାଗଜପତ୍ର ବର୍ଷାପାଣିରେ ଧୋଇଗଲା। ସୁରତ ସହରର ୮୦% ଜଳନିମଗ୍ନ ହେଉଛି। ଭଦୋଦରାରେ ସହର ଭିତରକୁ କୁମ୍ଭୀର ପଶି ଯାଉଛନ୍ତି l

ବିଜେପି ଶାସିତ ମଧ୍ୟପ୍ରଦେଶର ଇନ୍ଦୋରରେ ଲୋକ ପହଁରି ଯିବାଆସିବା କରିଛନ୍ତି। ବର୍ଷା ପାଣିରେ ବେଙ୍ଗାଲୁରୁ ସହରର ଅବସ୍ଥା ଖରାପ। ବର୍ଷାରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ମଥୁରା ଅବସ୍ଥା ଅତ୍ୟନ୍ତ ଖରାପ ହୁଏ।  ଆଗ୍ରା ସହର ଭିତରେ କେତୋଟି ଡଙ୍ଗା ବି ଚାଲେ l

ଯଦି ସାତବର୍ଷ ଦେଶ ଶାସନ କଲାପରେ ଦେଶର ରାଜଧାନୀରେ ବିମାନ ବନ୍ଦର ପାଣିକୁ ଅଟକାଇ ପାରୁନାହାନ୍ତି, ବର୍ଷାପାଣିରେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଜନଜୀବନ ବିପର୍ଯ୍ୟସ୍ତ, ସହରରେ କୁମ୍ଭୀର ବୁଲିଲେଣି, ଡଙ୍ଗା ଚାଲିଲାଣି, ତେବେ ନିଜେ ଚାରିବର୍ଷ ମ୍ୟୁନିସପାଲିଟି କମିଶନର ଚାକିରୀ କରିଥିବା ସହରକୁ ସମକାରଣ ପାଇଁ ସମାଲୋଚନା କରିବା ପୂର୍ବରୁ ଅପରାଜିତା ଆତ୍ମାସମୀକ୍ଷା କରନ୍ତୁ ।

ସୂଚନାଅନୁଯାୟୀ, ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଉବୁଟୁବୁ ହେଉଥିବା ବେଳେ ସ୍ମାର୍ଟସିଟିର ଅବସ୍ଥାକୁ ନେଇ ଟ୍ୱିଟ୍ କରିଥିଲେ  ସାଂସଦ ଅପରାଜିତା ଷ଼ଡଙ୍ଗୀ।  ରାଜଧାନୀର କିଛି ଫଟୋ ସେୟାର କରି ଅପରାଜିତା ଲେଖିଛନ୍ତି, ଏହା ହେଉଛି ଆମର ସ୍ମାର୍ଟସିଟି । ୨୧ ବର୍ଷର ଶାସନ ପରେ ସ୍ଥିତି ଏଭଳି ରହିଛି।   କେନ୍ଦ୍ର ସରକାରଙ୍କ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ଡ୍ରେନେଜ୍ ଡେଭଲପମେଣ୍ଟ ପ୍ଲାନ ନେଇ ପରାମର୍ଶ ଦେଇଥିବା ବେଳେ ଏହା ରାଜ୍ୟ ସରକାରଙ୍କ ଅଳସୁଆମୀ ନା ଉଦାସୀନତା ବୋଲି ପ୍ରଶ୍ନ କରିଥିଲେ ସାଂସଦ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story