ଧରିଦେଲେ ନିର୍ବାଚନ କମିଶନର, ଅଡୁଆରେ ବିଜେଡି !

  • Published: Friday, 01 March 2024
  • , Updated: 01 March 2024, 11:45 AM IST

ବିଜେଡିକୁ ECI ଛାଟ। ମହଙ୍ଗା ପଡିପାରେ ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ବ୍ୟବହାର। ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନର ବ୍ୟବହାର ନେଇ ସ୍ପଷ୍ଟୀକରଣ ମାଗିଲେ ଭାରତୀୟ ନିର୍ବାଚନ କମିସନ। ମାର୍ଚ୍ଚ୨ ସୁଦ୍ଧା ରାଜ୍ୟ ସରକାର ଦେବେ ରିପୋର୍ଟ। ଦେଖନ୍ତୁ ପୂରା ରିପୋର୍ଟ। 

Related story