ପିପିଲିରେ ବଢ଼ିଲାଣି ନିର୍ବାଚନୀ ତାତି

ପିପିଲି (ଓଡ଼ିଶା ରିପୋର୍ଟର): ଗତକାଲି ତାରିଖ ଘୋଷଣା ପରେ ଆଜିଠୁ ପିପିଲିରେ ବଢ଼ିଲାଣି ନିର୍ବାଚନୀ ପାରା। ତେଜିଲାଣି ରାଜନୈତିକ ଗତିବିଧି । ଆଜି ରେଙ୍ଗାଳ ମେଲଣ ପଡିଆଠାରେ ପିପିଲି ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ହୋଇଥିଲା, ତ ଏପଟେ ବିଜେଡି କର୍ଯ୍ୟାଳୟରେ ବି ଦଳ କରିଥିଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ । ପିପିଲି ପ୍ରଚାରର ଦ୍ୱିତୀୟ ଇନିଂସ ପାଇଁ ମାତ୍ର ୮ ଦିନର ସମୟ ଥିବାରୁ ସେଭିତରେ କେମିତି ସବୁ ଗାଁ, ସବୁ ଘରକୁ ଛୁଇଁ ହେବ ତାକୁ […]

BJP

BJP

Tapas Behera
  • Published: Sunday, 05 September 2021
  • Updated: 05 September 2021, 07:17 PM IST

Sports

Latest News

ପିପିଲି (ଓଡ଼ିଶା ରିପୋର୍ଟର): ଗତକାଲି ତାରିଖ ଘୋଷଣା ପରେ ଆଜିଠୁ ପିପିଲିରେ ବଢ଼ିଲାଣି ନିର୍ବାଚନୀ ପାରା। ତେଜିଲାଣି ରାଜନୈତିକ ଗତିବିଧି । ଆଜି ରେଙ୍ଗାଳ ମେଲଣ ପଡିଆଠାରେ ପିପିଲି ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ହୋଇଥିଲା, ତ ଏପଟେ ବିଜେଡି କର୍ଯ୍ୟାଳୟରେ ବି ଦଳ କରିଥିଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ । ପିପିଲି ପ୍ରଚାରର ଦ୍ୱିତୀୟ ଇନିଂସ ପାଇଁ ମାତ୍ର ୮ ଦିନର ସମୟ ଥିବାରୁ ସେଭିତରେ କେମିତି ସବୁ ଗାଁ, ସବୁ ଘରକୁ ଛୁଇଁ ହେବ ତାକୁ ନେଇ ପ୍ରସ୍ତୁତ ହୋଇଛିବ୍ଲୁ ପ୍ରିଣ୍ଟ।

ଏଥର ରୋଡ୍ ସୋ, ବାଇକ୍ ସୋ ମନା ଥିବା, ଏବଂ ଷ୍ଟାର ପ୍ରଚାରକଙ୍କ ସଂଖ୍ୟା ବି କମ୍ ଥିବାରୁ ସେଥିପାଇଁ ବି ଷ୍ଟ୍ରାଟେଜି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ଦୁଇ ଦଳ । ହେଲେ ଗତଥର ଭଳି ଏଥର ବି ଦଳୀୟ କାର୍ଯ୍ୟକ୍ରମରେ ବ୍ୟାକ୍‌ଫୁଟ୍‌ରେ କଂଗ୍ରେସ।

ସେପଟେ କିନ୍ତୁ ଏପ୍ରିଲ ମାସର ନିର୍ବାଚନୀ ପରିବେଶ ଭିତରେ ଲୋକଙ୍କ ମଧ୍ୟରେ ଯେଉଁ ପ୍ରସଙ୍ଗକୁ ନେଇ ଅସନ୍ତୋଷ ଥିଲା, ସେସବୁ ଆଜି ବି କୁହୁଳି ଚାଲିଛି। ଏଇ ଯେମିତି ଯଶୁଆପୁର ପଞ୍ଚାୟତ ଶିରିଆପୁର ଗାଁର କୁନ୍ତି ଭୋଇ । ଏପ୍ରିଲ ମାସରେ ତାଙ୍କ ପାଲଟଣା ଭଙ୍ଗା ଘର ଫଟାକାନ୍ଥରେ ପୋଷ୍ଟର ମାରି ନେତା କହିଥିଲେ ୧୫ ଦିନରେ ଘର ଆସିଯିବ । ହେଲେ ଘର କଣ ମିଳିବ, ନିର୍ବାଚନ ସ୍ଥଗିତ ରହିବା ପରଠୁ ୪ ମାସ ହେଲା ଆଉ କାହାରି ଦର୍ଶନ ଟିକିଏ ନାହିଁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story