ଚନ୍ଦନ କାଠ ଚୋରିର ଖଳନାୟକ ହେଉଛନ୍ତି ଜଙ୍ଗଲ ମନ୍ତ୍ରୀ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୂଲ୍ୟବାନ ରକ୍ତଚନ୍ଦନ କାଠ ଚୋରିର ଖଳନାୟକ ହେଉଛନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ତାଙ୍କ ମୁଣ୍ଡ ଉପରେ ହାତ ରଖିଥିବା ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏଥିରେ ତୃତୀୟ ମହଲା ବି ସମ୍ପୃକ୍ତି ଥାଇପାରେ। ତେଣୁ ଏହି ଚନ୍ଦନକାଠ ଚୋରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀ ରାଓ […]

Bikram Keshari Arukha

Bikram Keshari Arukha

Ordigital Desk
  • Published: Friday, 10 September 2021
  • Updated: 11 September 2021, 01:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୂଲ୍ୟବାନ ରକ୍ତଚନ୍ଦନ କାଠ ଚୋରିର ଖଳନାୟକ ହେଉଛନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ତାଙ୍କ ମୁଣ୍ଡ ଉପରେ ହାତ ରଖିଥିବା ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏଥିରେ ତୃତୀୟ ମହଲା ବି ସମ୍ପୃକ୍ତି ଥାଇପାରେ। ତେଣୁ ଏହି ଚନ୍ଦନକାଠ ଚୋରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀ ରାଓ ଦର୍ଶାଇଛନ୍ତି ଯେ, ଚନ୍ଦନକାଠ ଚୋରି କରି ରାଜସ୍ୱ ଲୁଟ୍ ସମ୍ବନ୍ଧ ଉଠାଇଥିବାରୁ ତାଙ୍କ ଉପରେ ବିଜେଡି ଏବେ ପ୍ରତିହିଂସା ପରାୟଣ ହୋଇଯାଇଛି।ରକ୍ତ ଚନ୍ଦନ କାଠ ଚୋରି ପ୍ରସଙ୍ଗ ଉଠାଇବା କାରଣରୁ ବିଜେଡି ଏବେ ପ୍ରତିହିଂସା ପରାୟଣ ଆଚରଣ କରୁଛି । ତେବେ ତାଙ୍କ ବିରୋଧରେ ବିଜେଡି କହୁ, କିନ୍ତୁ ନିଜ ଜିଲ୍ଲା ଗଜପତିର ଚନ୍ଦନ କାଠ ସୁରକ୍ଷିତ ରହୁ ବୋଲି ଶ୍ରୀ ରାଓ ଦାବି କରିଛନ୍ତି । ସେ କହିଛନ୍ତି ଯେ ଗଜପତି ଜିଲ୍ଲା ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ରାଜ୍ୟରେ ବହୁଚର୍ଚ୍ଚିତ ପ୍ରସଙ୍ଗ । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ଏହି ପ୍ରସଙ୍ଗରେ କ’ଣ ସମ୍ପର୍କ ଥିବ ତା’ର ଖବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବ । ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ପ୍ରତ୍ୟକ୍ଷ ସହଯୋଗରେ ଗଜପତିର ବହୁ ମୂଲ୍ୟବାନ ରକ୍ତଚନ୍ଦନ ଜଙ୍ଗଲକୁ କାଟି କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି । ଏହି ପ୍ରସଙ୍ଗୁ ସେ ଉଠାଇବାରୁ ବିଜେଡି ତାଙ୍କ ଉପରେ ପ୍ରତିହିଂସାପରାୟଣ ହୋଇଯାଇଛି । ଔଷଧ ବିକଳରେ ତାଟିଆ କାମୁଡ଼ି ଦୋଷୀ ଡିଏଫଓ ବିରୋଧରେ ସେ କରିଥିବା ଯୁକ୍ତିକୁ ସମର୍ଥନ କରିବା ବଦଳରେ ମିଛ ଲଘୁଖଣିଜ ଦ୍ରବ୍ୟ ଲୁଟର ଅଭିଯୋଗ ତାଙ୍କ ନାଁରେ ବିଜେଡି ଆଣିଛି ବୋଲି ବିଧାୟକ ଶ୍ରୀ ରାଓ କହିଛନ୍ତି ।

ଲଘୁଖଣିଜ ଦ୍ରବ୍ୟ ଲୁଟ ଉପରେ ରାଜ୍ୟର ଆଇନ ବହୁତ କଡ଼ା, ଉପଯୁକ୍ତ ତଦନ୍ତ କରାଯାଉ । ତଦନ୍ତର ସାମ୍ନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ତାଙ୍କ ନାଁରେ ମାମଲା ଦାଏର କରାଯାଉ । ସୌମ୍ୟରଞ୍ଜନ ହତ୍ୟାର ମୁଖ୍ୟ ଅଭିଯୁକ୍ତ ସଂଗ୍ରାମଙ୍କୁ ଗୃହ ଓ ଜଙ୍ଗଲ ବିଭାଗ ଅତ୍ୟଧିକ ବେଆଇନ ଭାବେ ସୁରକ୍ଷା ପ୍ରଦାନ କରୁଛି । ଏହା ଗଜପତି ଜିଲ୍ଲାର ଚନ୍ଦନକାଠର ତସ୍କରୀ ସହ ତାଙ୍କୁ ଆହୁରି ବ୍ୟଥିତ କରିଛି । ମୂଲ୍ୟବାନ ଚନ୍ଦନ କାଠ କଟା ହେବାର ପ୍ରମାଣ ଗଣମାଧ୍ୟମରେ ବାରମ୍ବାର ପ୍ରସାରିତ ହେଉଛି । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ବି ଲାଗିଛି । ସ୍ଥାନୀୟ ଜଙ୍ଗଲ ବାସିନ୍ଦା ମଧ୍ୟ ଏହି ବିଷୟ ଉପରେ ସାକ୍ଷାତାକାର ଦେଇଛନ୍ତି । ଚନ୍ଦନକାଠ ଚୋରିର ଖଳନାୟକ ହେଉଛନ୍ତି ଡିଏଫଓ ଓ ଜଙ୍ଗଲ ମନ୍ତ୍ରୀ । ତୃତୀୟ ମହଲା ମଧ୍ୟ ଏହି ଚନ୍ଦନ କାଠ ତସ୍କରୀକୁ ସହାୟତା କରୁଥିବା ସେ ସନ୍ଦେହ କରୁଛନ୍ତି । ତେଣୁ ଏହି ସମସ୍ତ ବିଷୟକୁ ବିଚାରକୁ ନେଇ ଲଘୁ ଖଣିଜଦ୍ରବ୍ୟ ଚୋରି ଅଭିଯୋଗର ତଦନ୍ତ ସହ ବୀରାପାନ୍ନା ଡିଏଫଓ, ଜଙ୍ଗଲ ମନ୍ତ୍ରୀ ଓ ତୃତୀୟ ମହଲାକୁ ବହୁମୂଲ୍ୟ ଚନ୍ଦନକାଠ ଚୋରି ମାମଲାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story