'ବିଜେଡିରେ ଅନେକ ଅସନ୍ତୁଷ୍ଟ ଅଛନ୍ତି'

  • Published: Monday, 26 February 2024
  • , Updated: 26 February 2024, 12:08 PM IST

ରବିବାର ଦିନ ବିଜେପିରେ ସାମିଲ୍ ହେବା ପରେ ବିଜେଡି ଉପରେ ବର୍ଷିଥିଲେ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ। କହିଲେ, ସାମ୍ୱାଦିକଙ୍କୁ ସେକ୍ରେଟିଏଟ ଓ ବିଧାନସଭା ଭିତରେ ପଶାଇ ଦିଆଯାଉ ନାହିଁ। କ’ଣ ପାଇଁ ସାମ୍ୱାଦିକଙ୍କୁ ପଶାଇ ଦିଆଯାଉନି? ଏ ସମ୍ପତ୍ତି କାହାର? ଏ ସମ୍ପତ୍ତି ମୋର ନୁହେଁ। ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ନୁହେଁ। ଏ ସମ୍ପତ୍ତି ହେଉଛି ଓଡ଼ିଶା ସରକାରଙ୍କର। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Related story