ଏଣିକି ୧୦ କେଜି ନୁହେଁ, ମିଳିବ ମାସିକ ୫ କେଜି ମାଗଣା ଚାଉଳ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଗଣା ଚାଉଳକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। କରୋନା ସମୟରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହୋଇଯାଇଛି। ଫଳରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ମୋଟ ୧୦ କେଜି ଲେଖା ଚାଉଳ ପାଉଥିବା ବେଳେ ଏବେ ସେଥିରୁ ବଞ୍ଚିତ ହେବେ ବୋଲି କହିଛି ବିଜେଡି। ଏଥିସହ ରାଜ୍ୟ ସରକାରଙ୍କ ବିନା ସହଭାଗିତାରେ କେନ୍ଦ୍ର ସରକାର ମାଗଣା ଚାଉଳ ଦେବାକୁ ଘୋଷଣା କରିବା ପରେ ଏହାକୁ କାଉଣ୍ଟର […]

bjp

bjp

Niharika Rout
  • Published: Friday, 06 January 2023
  • Updated: 06 January 2023, 06:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଗଣା ଚାଉଳକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। କରୋନା ସମୟରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହୋଇଯାଇଛି। ଫଳରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ମୋଟ ୧୦ କେଜି ଲେଖା ଚାଉଳ ପାଉଥିବା ବେଳେ ଏବେ ସେଥିରୁ ବଞ୍ଚିତ ହେବେ ବୋଲି କହିଛି ବିଜେଡି। ଏଥିସହ ରାଜ୍ୟ ସରକାରଙ୍କ ବିନା ସହଭାଗିତାରେ କେନ୍ଦ୍ର ସରକାର ମାଗଣା ଚାଉଳ ଦେବାକୁ ଘୋଷଣା କରିବା ପରେ ଏହାକୁ କାଉଣ୍ଟର କରିଛି ବିଜେଡି। କେନ୍ଦ୍ର ସରକାରଙ୍କ ନୂଆ ଘୋଷଣା ଅନୁଯାୟୀ ଲୋକମାନେ ବର୍ଷକ ଯାଏଁ ମାସିକ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ ସଂପୂର୍ଣ୍ଣ ମାଗଣାରେ ପାଇବେ।

ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ରାଜ୍ୟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ ହେବା ପରଠୁ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୧୦ କେଜି ଲେଖାଏଁ ଚାଉଳ ମିଳୁଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଓ କୋଭିଡ ସମୟରେ ୨୮ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ମିଶି ସମୁଦାୟ ୧୦ କେଜି ଚାଉଳ ପାଉଥିଲେ ପ୍ରତି ହିତାଧିକାରୀ।

ହେଲେ ଏହି ଗରୀବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବା ପରେ ୫ କେଜି ଲେଖାଏଁ ଚାଉଳ ପାଇବାରୁ ବଞ୍ଚିତ ହେଲେ ଓଡ଼ିଶାର ଲୋକେ।  ଏହା ଫଳରେ ଅନେକ ଗରିବ ପରିବାର ହନ୍ତସନ୍ତ ହେବେ ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର। ତେଣୁ ଚଳିତ ମାସରୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ସେ ଦାବି କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫ କେଜି ଲେଖା ଚାଉଳ ମାଗଣାରେ ବଣ୍ଟନ ବାବଦରେ କେନ୍ଦ୍ର ସରକାର ବର୍ଷକୁ ୮,୪୦୦ କୋଟି ଟଙ୍କା ଓଡ଼ିଶାରେ ଖର୍ଚ୍ଚ କରିବେ।

ଅନ୍ୟପଟେ ଚାଉଳକୁ ନେଇ ବିଜେଡି ଶେଷରେ ସତ ମାନିଥିବା କହିଛି ବିଜେପି। ସସ୍ମିତ ପାତ୍ରଙ୍କ ମନ୍ତବ୍ୟରେ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ଜବାବ ରଖି କହିଛନ୍ତି, ହନୁ ମଲା ବେଳେ ସତ କହିଛି। ସସ୍ମିତ ବାବୁ ଆଜି ସତ ସ୍ୱୀକାର କରିଛନ୍ତି। ପୂର୍ବରୁ ଚାଉଳକୁ ନେଇ ରାଜ୍ୟ ସରକାର ଯେଉଁ ସବୁ ମିଛ କହୁଥିଲେ ସେସବୁ ଆଜି ଧରାପଡ଼ି ଯାଇଥିବା ଗୋଲକ କହିଛନ୍ତି।

ଏଥିସହ ସେ କହିଛନ୍ତି ଏଣିକି କେନ୍ଦ୍ର ସରକାର ରାଜ୍ୟର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେବେ। ଏହି ଚାଉଳ କେଜି ପ୍ରତି ୩୭.୨୮ ପଇସା ହୋଇଥିବା ବେଳେ ପୂର୍ବରୁ ରାଜ୍ୟ ସରକାର କେଜି ପିଛା ୨ ଟଙ୍କା ଦେଇ ବାହାବା ନେଉଥିଲେ। ଏହି ଯୋଜନା ନିଜର ବୋଲି ଡିଣ୍ଡିମ ପିଟୁଥିଲେ। ହେଲେ ଏଣିକି ଚାଉଳ ଦେବା ନିମନ୍ତେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ଦେବେ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କର ପ୍ରାୟ ୧୨୦୦ କୋଟି ଟଙ୍କା ବଞ୍ଚିଯିବ। ଆଗକୁ ନିର୍ବାଚନ ଥିବାରୁ ଏହି ଅର୍ଥରେ ରାଜ୍ୟ ସରକାର ଆଉ କିଛି ନୂଆ ଯୋଜନା ଆଣି ପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story