ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ। ତା’ ପୂର୍ବରୁ ବଦଳି ପାରନ୍ତି ବିରୋଧୀ ଦଳ ନେତା। ଏବେ ବିରୋଧୀ ଦଳ ନେତା ଅଛନ୍ତି ପ୍ରଦୀପ୍ତ ନାଏକ। ତେବେ ସେ ବର୍ଷେରୁ ଅଧିକ ସମୟ ହେଲାଣି ଅସୁସ୍ଥ ଅଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଭଲ ହେବା ପରେ ତାଙ୍କଠାରେ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଜଟିଳତା ଦେଖିବାକୁ ମିଳିଥିଲା। ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନଥିବା ବେଳେ ତାଙ୍କର ଅନୁପସ୍ଥିତି […]

bjp

bjp

Jitendra Garnayak
  • Published: Sunday, 26 June 2022
  • Updated: 26 June 2022, 07:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ। ତା’ ପୂର୍ବରୁ ବଦଳି ପାରନ୍ତି ବିରୋଧୀ ଦଳ ନେତା।

ଏବେ ବିରୋଧୀ ଦଳ ନେତା ଅଛନ୍ତି ପ୍ରଦୀପ୍ତ ନାଏକ। ତେବେ ସେ ବର୍ଷେରୁ ଅଧିକ ସମୟ ହେଲାଣି ଅସୁସ୍ଥ ଅଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଭଲ ହେବା ପରେ ତାଙ୍କଠାରେ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଜଟିଳତା ଦେଖିବାକୁ ମିଳିଥିଲା। ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନଥିବା ବେଳେ ତାଙ୍କର ଅନୁପସ୍ଥିତି ଯୋଗୁ ବିଧାନସଭାରେ ବିଜେପିକୁ ଗୁରୁତ୍ୱ ମିଳୁନଥିବା ଦଳୀୟ ବିଧାୟକମାନେ କହିଛନ୍ତି। ସେଥିପାଇଁ ବଜେଟ୍ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ବାଛିବା ପାଇଁ ବିଜେପି ବିଧାୟକମାନେ ଦିଲ୍ଲୀରେ ଦଳୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରସ୍ତାବ ଦେଇଛନ୍ତି। ତା’ସହିତ ଏ ବିଷୟରେ ରାଜ୍ୟ ସଭାପତିଙ୍କୁ ମଧ୍ୟ ଅବଗତ କରିଛନ୍ତି। ଦଳର ଏବେ ୨୨ ଜଣ ବିଧାୟକ ଥିବା ବେଳେ ଯାହାଙ୍କୁ ଏ ଦାୟିତ୍ୱ ଦେଲେ ସେ ତୁଲାଇ ପାରିବେ ବୋଲି ବିଧାୟକମାନେ ମତ ଦେଇଥିବା ଜଣାପଡ଼ିଛି।

ବିଧାୟକ କୁସୁମ ଟେଟେ କହିଛନ୍ତି, ଯେତେ ଶୀଘ୍ର ହୋଇପାରିବ ବିଧାୟକଙ୍କ ମଧ୍ୟରୁ କାହାକୁ ବିରୋଧୀ ଦଳ ନେତା କରିବାକୁ ଆମେ ଦଳୀୟ ନେତୃବୃନ୍ଦଙ୍କୁ କହିଛୁ। ଆଗକୁ ବଜେଟ ଅଧିବେଶନ ଅଛି। ଏହା ଲମ୍ବା ସମୟ ପାଇଁ ଚାଲିବ। ଏ ଭିତରେ ନୂଆ ବିରୋଧୀ ଦଳ ନେତା ନ ଦେଲେ ଆମକୁ ଅସୁବିଧା ହେବ। ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତି ଯୋଗୁଁ ଆମକୁ ଅସୁବିଧା ହେଉଛି। କଂଗ୍ରେସ ଏହାର ଫାଇଦା ନେଇ ଯାଉଛି।

ସୂଚନାଯୋଗ୍ୟ, ଆସନ୍ତା ବଜେଟ୍ ଅଧିବେଶନ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story