ଶରଦ ପାଓ୍ୱାରଙ୍କୁ ଭେଟିବେ ଫଡ଼ନାଭିସ, ବଢ଼ିଲା ରାଜନୀତିକ ଚର୍ଚ୍ଚା

ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଭେଟିବାକୁ ଯିବେ। ରାଜ୍ୟରେ ବିରୋଧୀ ଦଳ ବିଜେପି ଗୋଟିଏ ପରେ ଗୋଟିଏ ଅଭିଯୋଗ କ୍ରମେ ମହା ବିକାଶ ଅଘାଡ଼ି (ଶିବସେନା-ଏନସିପି-କଂଗ୍ରେସ) ସରକାର ଏବେ ବ୍ୟାକଫୁଟରେ। ବିଭିନ୍ନ ସମୟରେ ରାଜ୍ୟରେ ସିବିଆଇ ଏବଂ ଏନଆଇଏ ତଦନ୍ତର ସକ୍ରିୟତା ପଛରେ ବିଜେପିର ସରକାର ଗଢ଼ିବା ନିଶା ରହିଛି ବୋଲି ଶାସକ ଦଳର ନେତା ଅଭିଯୋଗ କରନ୍ତି। ଏହାରି ଭିତରେ ଦେବେନ୍ଦ୍ର ଫଡ଼ନାଭିସ ଏନସିପି ନେତା […]

devendra-fadnavis-pawar

devendra-fadnavis-pawar

Subhransu Sekhar
  • Published: Thursday, 08 April 2021
  • Updated: 08 April 2021, 01:14 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଭେଟିବାକୁ ଯିବେ। ରାଜ୍ୟରେ ବିରୋଧୀ ଦଳ ବିଜେପି ଗୋଟିଏ ପରେ ଗୋଟିଏ ଅଭିଯୋଗ କ୍ରମେ ମହା ବିକାଶ ଅଘାଡ଼ି (ଶିବସେନା-ଏନସିପି-କଂଗ୍ରେସ) ସରକାର ଏବେ ବ୍ୟାକଫୁଟରେ। ବିଭିନ୍ନ ସମୟରେ ରାଜ୍ୟରେ ସିବିଆଇ ଏବଂ ଏନଆଇଏ ତଦନ୍ତର ସକ୍ରିୟତା ପଛରେ ବିଜେପିର ସରକାର ଗଢ଼ିବା ନିଶା ରହିଛି ବୋଲି ଶାସକ ଦଳର ନେତା ଅଭିଯୋଗ କରନ୍ତି। ଏହାରି ଭିତରେ ଦେବେନ୍ଦ୍ର ଫଡ଼ନାଭିସ ଏନସିପି ନେତା ଶରଦ ପାଓ୍ୱାରଙ୍କୁ ଭେଟିବାକୁ ଯାଉଛନ୍ତି।

ଶରଦ ପାଓ୍ୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା। ଏବେ ସେ ଘରେ ରହି ବିଶ୍ରାମ ନେଉଛନ୍ତି। ଏକ ସୌଜନ୍ୟମୂଳକ ସାକ୍ଷାତ ଭାବରେ ଫଡ଼ନାଭିସ ପାଓ୍ୱାରଙ୍କୁ ଭେଟିବାକୁ ଯିବେ ବୋଲି ଜଣାପଡ଼ିଛି। ହେଲେ ଦୁଇ ନେତା ଏକାଠି ହେବା ରାଜ୍ୟ ରଜନୀତି ପାଇଁ ଚହଳ ସୃଷ୍ଟି କରିଛି।

ନିକଟରେ ଶରଦ ପାଓ୍ୱାରଙ୍କ ପେଟ ବଥା ହୋଇଥିଲା। ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ପାଓ୍ୱାରଙ୍କ ପେଟ ଅପରେସନ ହୋଇଛି। ଏବେ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଘରେ ରହିଛନ୍ତି।

କାହିଁକି ଏହି ଭେଟଘାଟ ଉପରେ ନଜର?

ରାଜ୍ୟରେ ମେଣ୍ଟ ସରକାର ଏବେ ବଦନାମ ହୋଇଛନ୍ତି ବିଭିନ୍ନ ପ୍ରସଙ୍ଗରେ। ଆଉ ଏନସିପି-ଶିବସେନା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ବିଜେପି ଏଠାରେ ସରକାର ଗଢ଼ିବ ବୋଲି ଚର୍ଚ୍ଚା ହେଉଛି। ଆଉ ଏହାରି ଭିତରେ ଗୁଜରାଟର ଅହମଦାବାଦରେ ଅମିତ ଶାହଙ୍କୁ ଭେଟିଥିଲେ ଶରଦ ପାଓ୍ୱାର। ଭେଟଘାଟରେ ଯାହା କଥାବାର୍ତ୍ତା ହୋଇଛି ତାହା ସାର୍ବଜନୀନ କରିହେବନି ବୋଲି ଅମିତ ଶାହ କହିଛନ୍ତି। ଏବେ ବିଜେପି ଏନସିପି ସହିତ ମିଶି ସରକାର ଗଢ଼ିବାକୁ ଭିତିରିଆ ଯୋଜନା ହେଉଥିବା କୁହାଯାଉଛି। ଆଉ ଏବେ ଏନସିପି-ବିଜେପି ନିକଟତର ହେଉଥିବା ଦେଖିବାକୁ ମିଳିଛି।

ଗତକାଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ ଯେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରୁ କରୋନା ଟିକା ଶେଷ ହୋଇଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଯଥା ଶୀଘ୍ର ଟିକା ପଠାଇବାକୁ କୁହାଯାଇଛି। କିଛି କେନ୍ଦ୍ରରେ ଟିକା ନଥିବାରୁ ଏହାକୁ ବନ୍ଦ କରିବାକୁ ପଡ଼ୁଛି। ଟିକା ନଥିବାରୁ ଟିକା ନେବାକୁ ଆସୁଥିବା ଲୋକଙ୍କୁ ଫେରାଇ ଦିଆଯାଉଛି ବୋଲି ସେ କହିଥିଲେ।

ହେଲେ ଶରଦ ପାଓ୍ୱାର ଆଜି କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଯାହାକି କେନ୍ଦ୍ରର ଶାସକ ଦଳ ବିଜେପିକୁ ସୁହାଇଲା ଭଳି ରହିଛି। କରୋନାର ଦ୍ୱିତୀୟ ଟିକା ନେବା ପରେ ଶରଦ ପାଓ୍ୱାର କହିଛନ୍ତି କରୋନା ମହାମାରୀ ଭଳି ସ୍ଥିତିରେ ରାଜ୍ୟ ସରକାରକୁ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରୁଛି। ଉଭୟ ସରକାର ଏକାଠି ହୋଇ କାମ କରିବା ଦରକାର।

https://twitter.com/ANI/status/1380033658698887172?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story