ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ, କହିଲେ- ବିଜେଡି ଆମକୁ ଗୋଇଠା ମାରିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୋ ବାପା, ମାଆ ଓ ମୁଁ ବିଜେଡିରେ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ। ହେଲା ସେହି ଦଳ ଆମକୁ ଗୋଇଠା ମାରିଛି। ବିଜେଡି ଦଳ ମୋର ବହୁତ କ୍ଷତି କରିଛି।” ଆଜି ବିଜେପିରେ ଯୋଗ ଦେବା ପରେ ଏପରି କହିଛନ୍ତି ପୂର୍ବତନ ବିଜେଡି ନେତା ତଥା ମନ୍ତ୍ରୀ ଅଞ୍ଜଳି ବେହେରା। ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଦଳରେ […]

bjp

bjp

Tapaswini Nayak
  • Published: Monday, 18 October 2021
  • Updated: 18 October 2021, 02:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୋ ବାପା, ମାଆ ଓ ମୁଁ ବିଜେଡିରେ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ। ହେଲା ସେହି ଦଳ ଆମକୁ ଗୋଇଠା ମାରିଛି। ବିଜେଡି ଦଳ ମୋର ବହୁତ କ୍ଷତି କରିଛି।” ଆଜି ବିଜେପିରେ ଯୋଗ ଦେବା ପରେ ଏପରି କହିଛନ୍ତି ପୂର୍ବତନ ବିଜେଡି ନେତା ତଥା ମନ୍ତ୍ରୀ ଅଞ୍ଜଳି ବେହେରା।

ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ। ଅଞ୍ଜଳିଙ୍କ ସହିତ ବିଜେଡିର କିଛି ନେତା ଓ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ କାମ କରିବାକୁ ଅଞ୍ଜଳି ବେହେରା କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି।

ଅଞ୍ଜଳି ବେହେରା ବିଜେଡି ଟିକେଟ୍‌ରେ ହିନ୍ଦୋଳ ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ସେ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୦୧୪ ଓ ୨୦୧୯ରେ ଅଞ୍ଜଳି ବେହେରାଙ୍କୁ ଆଉ ସେଠାରୁ ଟିକେଟ୍ ଦିଆଯାଇ ନଥିଲା। ଦଳ ଏଠାରୁ ସୀମାରାଣୀ ନାୟକଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ଦୁଇ ଥର ଯାକ ବିଜୟୀ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story