ସସ୍ମିତ୍ ଆଉଟ୍, ସୁଲତା ଇନ୍

ପ୍ରଥମ ଥର ଲାଗି ବିଜେଡି ସାଂସଦ ସୁଲତା ଦେଓଙ୍କୁ ଏହି ପ୍ୟାନେଲରେ ସାମିଲ କରାଯାଇଛି। ପୁର୍ବରୁ ଏହି ପ୍ୟାନେଲରେ ସସ୍ମିତ ପାତ୍ର ଥିଲେ। ୨୦୨୦ ମସିହା ଠାରୁ ସସ୍ମିତ ରାଜ୍ୟସଭା ଉପସଭାପତି ଭାବରେ କାର୍ଯ୍ୟ କରିଆସୁଥିଲେ।

Manoj Swain
  • Published: Friday, 21 July 2023
  • Updated: 21 July 2023, 12:12 PM IST

Sports

Latest News

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ ଉପାଧ୍ୟକ୍ଷମାନଙ୍କ ଏକ ନୂଆ ପ୍ୟାନେଲ ଗଠନ କରିଛନ୍ତି। ଏଥିରେ ୫୦ ପ୍ରତିଶତ ମହିଳାଙ୍କୁ ସ୍ଥାନ ମିଳିଥିବା ବେଳେ ପ୍ରଥମ ଥର ଲାଗି ବିଜେଡି ସାଂସଦ ସୁଲତା ଦେଓଙ୍କୁ ଏହି ପ୍ୟାନେଲରେ ସାମିଲ କରାଯାଇଛି। ପୁର୍ବରୁ ଏହି ପ୍ୟାନେଲରେ ସସ୍ମିତ ପାତ୍ର ଥିଲେ। ୨୦୨୦ ମସିହା ଠାରୁ ସସ୍ମିତ ରାଜ୍ୟସଭା ଉପସଭାପତି ଭାବରେ କାର୍ଯ୍ୟ କରିଆସୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos