ଲେଖାଶ୍ରୀଙ୍କୁ ରକ୍ତାକ୍ତ କଲା ପୁଲିସ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି ମହିଳା ପୁଲିସ୍‌! ଏପରି ଅଭିଯୋଗ କରିଛନ୍ତି ଖୋଦ୍‌ ଲେଖାଶ୍ରୀ। ନବୀନ ନିବାସ ଯାଉଥିବା ବେଳେ ଠେଲାପେଲା ହେବା ସହିତ ତାଙ୍କୁ ଟେକିନେଇ ମହିଳା ପୁଲିସମାନେ ବ୍ୟାରିକେଡ୍‌ ମଝିରେ ପୂରାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ  ଗିରଫ ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା ତାତିଥିଲେ। ସେଥିପାଇଁ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରୁ କୋକେଇ […]

Lekha Samantsinghar

Lekha Samantsinghar

Manoranjan Sial
  • Published: Saturday, 23 October 2021
  • Updated: 23 October 2021, 06:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି ମହିଳା ପୁଲିସ୍‌! ଏପରି ଅଭିଯୋଗ କରିଛନ୍ତି ଖୋଦ୍‌ ଲେଖାଶ୍ରୀ। ନବୀନ ନିବାସ ଯାଉଥିବା ବେଳେ ଠେଲାପେଲା ହେବା ସହିତ ତାଙ୍କୁ ଟେକିନେଇ ମହିଳା ପୁଲିସମାନେ ବ୍ୟାରିକେଡ୍‌ ମଝିରେ ପୂରାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ  ଗିରଫ ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା ତାତିଥିଲେ। ସେଥିପାଇଁ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରୁ କୋକେଇ ଶୋଭାଯାତ୍ରା ବାହାର କରିଥିଲେ। ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ନେତ୍ରୀ କୋକେଇ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ଯାଇଛନ୍ତି। ତେବେ ରାସ୍ତାରେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଶିଶୁ ଭବନ ଛକରେ ପୁଲିସ ଓ ମହିଳା ନେତ୍ରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।

ଠେଲାପେଲା ଭିତରେ ପୁଲିସ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେ କହିଛନ୍ତି, “ପୁଲିସ ଆମକୁ ଘେରି ଯାଇ ଥାର୍ଡ ଡିଗ୍ରୀ ଦେଇଛି। ଯିଏ ଦୋଷୀ ତାକୁ ଖସିବାକୁ ଦେଉଛି।  ସିଏ ଏବେ ଖୋଲମ୍‌ ଖୋଲା ଘୁରି ବୁଲୁଛି। ହେଲେ ମୋତେ ମହିଳା ପୁଲିସ୍‌ମାନେ ଆକ୍ରମଣ କରିଛନ୍ତି। ନଖରେ ଆମ୍ପୁଡ଼ିଛନ୍ତି। କହୁଣୀ ମାରିଛନ୍ତି। ଟେକିକି ବ୍ୟାରିକେଡ୍‌ ଭିତରେ ପୂରାଇ ଦେଇଛନ୍ତି। ମୋ ଶାଢ଼ୀ ଚିରି ଦେଇଛନ୍ତି। କଳେବଳେ କୌଶଳେ ଲଜ୍ଜ୍ୟା ବଞ୍ଚାଇ ଏଠି ବସିଛି। ଏ ରାଜ୍ୟରେ ଏମିତି ମହିଳାଙ୍କୁ ସମ୍ମାନ ଦିଆଯାଉଛି।”

https://youtu.be/RPooAacrSbw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story