ପୁଣି ବିଜେପି ସହ ମେଣ୍ଟ କରିବ କି ଶିବସେନା? ଜବାବ ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜାରି ରହିଛି। ନିକଟରେ ଖବର ମିଳିଥିଲା ଯେ ଶିବସେନାର ସାଂସଦ ସଞ୍ଜୟ ରାଉତ ଓ ବିଜେପିର ବିଧାୟକ ଆଶିଷ ଶେଲାରଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଛି। ଏହା ପୂର୍ବରୁ ମଧ୍ୟ କ୍ଷମତାସୀନ ଶିବସେନା ଓ ବିରୋଧୀ ଦଳ ବିଜେପିର କିଛି ନେତାଙ୍କ ମଧ୍ୟରେ ବୈଠକ ହୋଇଛି। ଏହି ବୈଠକ ପରେ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ହେବା ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏବେ […]

Maharashtra-Chief-Minister-Uddhav-Thackeray

Ranjit Kumar Jena
  • Published: Tuesday, 06 July 2021
  • Updated: 06 July 2021, 09:22 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜାରି ରହିଛି। ନିକଟରେ ଖବର ମିଳିଥିଲା ଯେ ଶିବସେନାର ସାଂସଦ ସଞ୍ଜୟ ରାଉତ ଓ ବିଜେପିର ବିଧାୟକ ଆଶିଷ ଶେଲାରଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଛି। ଏହା ପୂର୍ବରୁ ମଧ୍ୟ କ୍ଷମତାସୀନ ଶିବସେନା ଓ ବିରୋଧୀ ଦଳ ବିଜେପିର କିଛି ନେତାଙ୍କ ମଧ୍ୟରେ ବୈଠକ ହୋଇଛି। ଏହି ବୈଠକ ପରେ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ହେବା ନେଇ ଖୁବ୍ ଚର୍ଚ୍ଚା ହେଉଛି।

ଏବେ ଏହାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ମୁଖ୍ୟମନ୍ତ୍ରୀ ଠାକରେ ଏଭଳି ସମ୍ଭାବନାକୁ ଖାରଜ କରିଛନ୍ତି। ସେ କହିଛନ୍ତି, ମୁଁ ଏବେବି ଅଜିତ୍ ପାୱାର ଓ ବାଲାସାହେବ ଥୋରାଟଙ୍କ ସହ ବସିଛି। ମୁଁ କୁଆଡ଼େ ଯାଉନାହିଁ। ଶିବସେନା ଓ ବିଜେପି ପୁଣିଥରେ ଏକାଠି ହେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଭଳି ଜବାବ ଦେଇଛନ୍ତି।

ସିଏମ ଉଦ୍ଧବ ଠାକରେ କହିଛନ୍ତି, ଆମ ଉପରେ ଗଣତନ୍ତ୍ରର ହତ୍ୟା ଅଭିଯୋଗ ଲଗାଯାଉଛି। ଏହାକୁ କଳାଦିବସ କୁହାଯାଉଛି, କିନ୍ତୁ କେନ୍ଦ୍ର କ'ଣ ଗଣତନ୍ତ୍ରକୁ ଧଳା କରୁଛି। କେନ୍ଦ୍ର ଆମ ଉପରେ ଚାପ ପକାଇବା ପ୍ରୟାସରେ ତଦନ୍ତକାରୀ ସଂସ୍ଥାର ବ୍ୟବହାର କରୁଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ମହାରାଷ୍ଟ୍ରରେ ମହା ଅଘାଡ଼ି ସରକାରରେ ସବୁକିଛି ଭଲ ଚାଲିନାହିଁ। ପ୍ରଥମେ କଂଗ୍ରେସ ମୁଖ୍ୟ କହିଥିଲେ ଯେ ଆଗକୁ ତାଙ୍କ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ। ଏହା ପରେ ରବିବାର ଦେବେନ୍ଦ୍ର ଫଡନାଭିସ୍ କହିଥିଲେ ଯେ 'ଶିବସେନା ଓ ବିଜେପି ଶତ୍ରୁ ନୁହନ୍ତି। ଶିବସେନା ସହ କୌଣସି ଶତୃତା ନାହିଁ। ଆମ ଭିତରେ ବିଚାରକୁ ନେଇ ମତଭେଦ ହୋଇଛି। ରାଜନୀତିରେ କିନ୍ତୁ-ପରନ୍ତୁର କୌଣସି ମତଲବ ନାହିଁ। ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯାଇଥାଏ।' ଫଡନାଭିସଙ୍କ ଏହି ମନ୍ତବ୍ୟ ପରେ ଦୁଇ ପୁରୁଣା ସହଯୋଗୀ ପାର୍ଟି ପୁଣିଥରେ ଏକାଠି ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story