ବିଧାନସଭାରେ ମହାଭାରତ: ଦିବ୍ୟଶଙ୍କର ଦୁର୍ଯୋଧନ ଓ ପ୍ରତାପ ଦୁଃଶାସନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଆଜି ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଥିଲା ମହାଭାରତ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀମାନଙ୍କୁ ମହାଭାରତର କୌରବ ସଜେଇଲା ବିଜେପି। ଦିବ୍ୟଶଙ୍କର ମିଶ୍ରଙ୍କୁ ଦୁର୍ଯୋଧନ ଓ ପ୍ରତାପ ଜେନାଙ୍କୁ ଦୁଃଶାସନ ଭାବେ ଚିତ୍ରଣ କରିଛି ବିଜେପି। ବିଧାନସଭାରେ ବିରୋଧୀଙ୍କ ଘଣ୍ଟମାଡ଼ ନେଇ ମୋହନ ମାଝୀ କହିଛନ୍ତି, ଅନ୍ଧ ଧୃତରାଷ୍ଟ୍ର ସାଜିଥିବା ନବୀନଙ୍କୁ ଜାଗ୍ରତ କରିବାକୁ ଏ ଘଣ୍ଟ ମାଡ଼ କରାଯାଉଛି। ନବୀନ ଅନ୍ଧ ଧୃତରାଷ୍ଟ୍ର ସାଜି ଆଉ କେତେ ଦୁର୍ଯୋଧନ ଓ ଦୁଃଶାସନ ତିଆରି […]

Dibya and Pratap

Dibya and Pratap

Manoranjan Sial
  • Published: Tuesday, 07 December 2021
  • Updated: 07 December 2021, 08:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଆଜି ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଥିଲା ମହାଭାରତ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀମାନଙ୍କୁ ମହାଭାରତର କୌରବ ସଜେଇଲା ବିଜେପି। ଦିବ୍ୟଶଙ୍କର ମିଶ୍ରଙ୍କୁ ଦୁର୍ଯୋଧନ ଓ ପ୍ରତାପ ଜେନାଙ୍କୁ ଦୁଃଶାସନ ଭାବେ ଚିତ୍ରଣ କରିଛି ବିଜେପି।

ବିଧାନସଭାରେ ବିରୋଧୀଙ୍କ ଘଣ୍ଟମାଡ଼ ନେଇ ମୋହନ ମାଝୀ କହିଛନ୍ତି, ଅନ୍ଧ ଧୃତରାଷ୍ଟ୍ର ସାଜିଥିବା ନବୀନଙ୍କୁ ଜାଗ୍ରତ କରିବାକୁ ଏ ଘଣ୍ଟ ମାଡ଼ କରାଯାଉଛି। ନବୀନ ଅନ୍ଧ ଧୃତରାଷ୍ଟ୍ର ସାଜି ଆଉ କେତେ ଦୁର୍ଯୋଧନ ଓ ଦୁଃଶାସନ ତିଆରି କରିବେ? ମା’ ଭଉଣୀଙ୍କ ସୁରକ୍ଷା ପାଇଁ ଜଗନ୍ନାଥ ଏ ଧୃତରାଷ୍ଟ୍ରଙ୍କୁ ସଦବୁଦ୍ଧି ଦିଅନ୍ତୁ। ଦିବ୍ୟଶଙ୍କରଙ୍କୁ ଦୁର୍ଯୋଧନ ଓ ପ୍ରତାପ ଜେନାଙ୍କୁ ଦୁଃଶାସନ କହିଲେ ମୋହନ ମାଝି।

ସେ ଆହୁରି କହିଛନ୍ତି-“ଦିବ୍ୟ ଓ ପ୍ରତାପଙ୍କ ଭଳି ଅନେକ ଦୁର୍ଯୋଧନ ଓ ଦୁଃଶାସନ ତିଆରି ହେଉଛନ୍ତି। ବିଜେଡି କହୁଛି ବିରୋଧୀ ଦଳ ଡ୍ରାମା କରୁଛନ୍ତି, କିନ୍ତୁ ଠିକ ଓଲଟା। ତାଙ୍କ ଧୃତରାଷ୍ଟ୍ର ନବୀନ ବାବୁ ଡ୍ରାମା କରୁଛନ୍ତି। ରେକର୍ଡିଂ ଭିଡ଼ିଓ ବଜାଇ ସାରା ଓଡ଼ିଶା ବୁଲି ନବୀନ ଡ୍ରାମା କରୁଛନ୍ତି।”

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି-“ଧୃତରାଷ୍ଟ୍ର, ଦୁର୍ଯୋଧନ ଓ ଦୁଃଶାସନ ଉପାକ୍ଷାନର ଉତ୍ତର ତାଙ୍କ ପାଖରେ ଥିବ। କାରଣ ସେମାନେ ନିଜେ ଦୁର୍ଯୋଧନ ଓ ଦୁଃଶାସନର ଭୂମିକା ତୁଲାଇଛନ୍ତି। ତେଣୁ ସେମାନଙ୍କୁ ସମସ୍ତେ ଦେଖାଯାଉଛନ୍ତି ଦୁର୍ଯୋଧନ ଓ ଦୁଃଶାସନ ଭଳିଆ।”

ଆଜି ବିଧାନସଭା ଆରମ୍ଭରୁ ବିରୋଧୀ ଘଣ୍ଟ ବଜାଇ ହୋ-ହଲ୍ଲା କରିଥିଲେ। ଯାହାଫଳରେ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।ଏଥିସହ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି। କିନ୍ତୁ ସର୍ବଦଳୀୟ ବୈଠକକୁ ବିରୋଧୀ ବିଧାୟକମାନେ ଆସିନଥିବା ଅଭିଯୋଗ ହୋଇଛି। ଏହା ପରେ ଅର୍ଥାତ ଅପରାହ୍ନ ୪ଟା ବେଳେ ପୁଣି ଥରେ ଗୃହ ଆରମ୍ଭ ହୋଇଥିଲା। ହେଲେ ବିଧାନସଭା ଚାଲି ପାରିନଥିଲ। ହଟ୍ଟଗୋଳ ଭିତରେ ପାଇକ ବିଦ୍ରୋହ ନେଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ସଂକଳ୍ପ ପାରିତ କରାଯାଇଛି। କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ ପରେ ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର। ବିଧାନସଭାରେ ପାରିତ ସଂକଳ୍ପକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story