ମେଣ୍ଟ ନୁହେଁ ଯୁଦ୍ଧ ହେବ !

2024 ସାଧାରଣ ନିର୍ବାଚନରେ ରାଜ୍ୟର ସବୁ ସିଟରେ ବିଜେଡି ସହ ୱାନ ଟୁ ୱାନ ଫାଇଟ କରିବା ଲକ୍ଷ୍ୟ ନେଇ ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି।

Manoj Swain
  • Published: Sunday, 31 December 2023
  • Updated: 31 December 2023, 06:07 PM IST

Sports

Latest News

ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ସହ ସାଲିସ ନୁହେଁ ବରଂ ସିଧାସଳଖ ଯୁଦ୍ଧ କରିବା ମୁଡରେ ବିଜେପି। 2024 ସାଧାରଣ ନିର୍ବାଚନରେ ରାଜ୍ୟର ସବୁ ସିଟରେ ବିଜେଡି ସହ ୱାନ ଟୁ ୱାନ ଫାଇଟ କରିବା ଲକ୍ଷ୍ୟ ନେଇ ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos