ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ: ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର 3 ପ୍ରଶ୍ନ

ସଂସଦରେ ଅନାସ୍ଥା ପ୍ରସ୍ତାବ ବିତର୍କ ସମୟରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ, ପଚାରିଲେ 3 ପ୍ରଶ୍ନ।

Gourav Gogoi

ଗୌରବ ଗୋଗୋଇ

Debibandita Barick
  • Published: Tuesday, 08 August 2023
  • Updated: 08 August 2023, 01:34 PM IST

Sports

Latest News

ସଂସଦରେ ଚାଲିଛି ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ। ହଟ୍ଟଗୋଳ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ତିନିଟି ପ୍ରଶ୍ନ ପ୍ରଚାରିଛନ୍ତି ଆସାମ ସାଂସଦ ଗୌରବ ଗୋଗୋଇ। କାହିଁକି ପ୍ରଧାନମନ୍ତ୍ରୀ ମଣିପୁର ଯାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗୋଗୋଇ। 

ଏପର୍ଯ୍ୟନ୍ତ କାହିଁକି ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବରାଖାସ୍ତ କରାଯାଇନି ପ୍ରଧାନମନ୍ତ୍ରୀ ତାର ଉତ୍ତର ରଖନ୍ତୁ ବୋଲି ଗୋଗୋଇ କହିଛନ୍ତି। ଏଥିସହ ଗୋଗୋଇ ପ୍ରଶ୍ନ କରିଛନ୍ତି ଯେ, 'ମଣିପୁର ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିବୃତ୍ତି ରଖିବାକୁ ପ୍ରଧାନମନ୍ତ୍ରୀ 80 ଦିନ ସମୟ ନେଇଗଲେ? ଯେବେ ବି ବିବୃତ୍ତି ରଖିଲେ ମାତ୍ର 30 ସେକେଣ୍ଡ? କୃଷକ ଆନ୍ଦୋଳନ ବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ଏହିପରି ଚୁପ୍ ଥିଲେ, ଏବେ ବି ଚୁପ୍ ଅଛନ୍ତି।' ପ୍ରଧାନମନ୍ତ୍ରୀ ମୌନ ଭାଙ୍ଗନ୍ତୁ ବୋଲି ଗୋଗୋଇ କହିଛନ୍ତି। 

ସେପଟେ ଆଜି ରାହୁଲ ଗାନ୍ଧୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଥମ ବିତର୍କ ରଖିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସେ କୌଣସି ବିତର୍କ ରଖିନାହାନ୍ତି। ଗୌରବ ଗୋଗୋଇ ବିତର୍କ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କୁ ତିନିଟି ପ୍ରଶ୍ନ ପଚାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story