ଆଗରୁ ଭିତିରିଆ ହେଉଥିଲା ଏବେ ଖୁଲମଖୁଲା ହସ୍ତକ୍ଷେପ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ ଭି. କେ ପାଣ୍ଡିଆନ। କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପାଇ ସବୁ କଥାରେ ମୁଣ୍ଡ ଖେଳାଇବେ। ଉଭୟ ଦଳ ଓ ସରକାରରେ ସିଧା ମାମଲତକାର ହେବେ। ତାଙ୍କୁ କ୍ଷମତାଶାଳୀ କରି ରଖିବାକୁ ସରକାର ଚାହୁଁଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। କେଉଁଠି ନା କେଉଁଠି ଏଭଳି ଏକ ସଂକେତ ଦିଆଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମିଡିଆରେ ରହିବା ପାଇଁ ପ୍ରତାପଙ୍କ ଗୁଲି ଫିଙ୍ଗା !
ମିଡିଆରେ ବିଜେଡି ନେତାଙ୍କ ପ୍ରଭାବ କମିବା ପରେ ଏହି ଗୁଲି ଫିଙ୍ଗା ପ୍ରତିଯୋଗିତା।
Politics
କେନ୍ଦୁଝରରେ ଭୁଷୁଡ଼ିଲା ବବି ଓ ଡାନିଙ୍କ ପତିଆରା !
ବବି ଡାନିଙ୍କ ଲିଙ୍କ ଥିବା ରାଜା ଚକ୍ରଙ୍କ ଟିପ୍ପର ସଂଘ ହଟିଲା ଦୈତାରୀରୁ !
Politics
ଆମ୍ବ ଟାକୁଆ ଟ୍ରାଜେଡି; ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ
କନ୍ଧମାଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କଲା କଂଗ୍ରେସ। ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଲେ ବରିଷ୍ଠ କଂଗ୍ରେସ ନେତା।
Politics
ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ, ୨୦ ଯାଏ ଚାଲିବ
୨୫ରୁ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହାର ଦ୍ୱିତୀୟ ଦିନ ଅର୍ଥାତ ନଭେମ୍ବର ୨୬ ବା ସମ୍ବିଧାନ ଦିବସରେ କେନ୍ଦ୍ରୀୟ ହଲ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।